Below header
Browsing Tag

vidya balan sherni movies

ବିଦ୍ୟା ବାଲନ ଅଭିନୀତ ଫିଲ୍ମ ‘ଶେରନୀ’ର ଟିଜର ଆଉଟ, କ’ଣ ବାଘୁଣୀର ଗର୍ଜନ ଶୁଣିବାକୁ ପ୍ରସ୍ତୁତ…

ଅଭିନେତ୍ରୀ ବିଦ୍ୟା ବାଲନ ସୋମବାର ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ଆଗାମୀ ଫିଲ୍ମ 'ଶେରନୀ'ର ଟିଜର ଜାରି କରିଛନ୍ତି। ଅଭିନେତ୍ରୀ ଫିଲ୍ମର ପ୍ରଥମ କ୍ଲିପ ସହିତ କ୍ୟାପସନରେ ଲେଖିଛନ୍ତି, 'ଏକ ବାଘୁଣୀ ସବୁବେଳେ ରାସ୍ତା ଜାଣିଥାଏ। ବାଘୁଣୀର ଗର୍ଜନ ଶୁଣିବାକୁ ପ୍ରସ୍ତୁତ ଅଛନ୍ତି? ଏହା ଅଫିସିଆଲ…

ଡିନର ପାଇଁ ଗଲେନି ବୋଲି ଜଙ୍ଗଲମନ୍ତ୍ରୀଙ୍କ ଆକ୍ରୋଶର ଶିକାର ହେଲେ ବିଦ୍ୟା ବାଲାନ୍‌, ଅଟକିଲା ସୁଟିଂ

ମନ୍ତ୍ରୀଙ୍କ ଡିନର ନିମନ୍ତ୍ରଣକୁ ଅସ୍ୱୀକାର କରିବା ବିଦ୍ୟା ବାଲାନ୍‌ଙ୍କ ପାଇଁ ପଡ଼ିଛି ମହଙ୍ଗା। ବିଦ୍ୟା ବାଲାନ୍‌ ଡିନରକୁ ନା’କହିବା ଯୋଗୁ ପୂରା ଟିମ୍‌କୁ ହଇରାଣ ହେବାକୁ ପଡ଼ିଛି। ଏଭଳି ଦାଦାଗିରି କରିଛନ୍ତି ମଧ୍ୟପ୍ରଦେଶର ଜଙ୍ଗଲ ମନ୍ତ୍ରୀ। ରିପୋର୍ଟ ମୁତାବକ ବଲିଉଡ୍‌ ଅଭିନେତ୍ରୀ…