Browsing Tag

vigilance network

ଭିଜିଲାନ୍ସ ଜାଲରେ ନୟାଗଡ଼ର ଆସିଷ୍ଟାଣ୍ଟ EXECUTIVE ଇଞ୍ଜିନିୟର, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର(କେନ୍ୟୁଜ) : ଭିଜିଲାନ୍ସ ଜାଲରେ ନୟାଗଡ଼ର ଆସିଷ୍ଟାଣ୍ଟ EXECUTIVE ଇଞ୍ଜିନିୟର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଗ୍ରାମ୍ୟ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ। ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ।…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ: ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ତାଳଚେର (କେନ୍ୟୁଜ): ୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ତାଳଚେର RWSS ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ । କଣିହାଁ ଅଞ୍ଚଳର ଜଣେ ଠିକାଦାରଙ୍କର ବକେୟା ବିଲ୍‌ ପାସ୍‌ କରାଇ ଦେବାକୁ କହି ନେଉଥିଲେ ଲାଞ୍ଚ । ଆୟ ବର୍ହିଭୂତ ସଂପତ୍ତି ଠୁଳ…

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୬ ଟି ସ୍ଥାନରେ ଚାଲିଛି ଚଢ଼ାଉ

 ଭୁବନେଶ୍ୱର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ର । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୬ ଟି ସ୍ଥାନରେ ଚାଲିଛି ଚଢ଼ାଉ। ଭୁବନେଶ୍ୱର ପଟିଆ ଶ୍ରୀବିହାର, ରଘୁନାଥପୁର ଘର ଓ ଅଫିସରେ ଚାଲିଛି ଚଢ଼ାଉ। ଏହାସହ ଢେଙ୍କାନାଳର ୨ଟି…

ଭିଜିଲାନ୍ସ ଜାଲରେ କନ୍ଧମାଳ କ.ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର, ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍‌

କନ୍ଧମାଳ(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ କନ୍ଧମାଳ କ.ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍‌। କେ. ନୂଆଗାଁ ସରକାରୀ କ୍ୱାର୍ଟର, କ. ନୂଆଗାଁ ସରକାରୀ କାର୍ଯ୍ୟାଳୟ ଓ ଭଞ୍ଜନଗର ଲେଣ୍ଡେଇ ସାହିରେ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନ ୨ର ଜୁନିୟର ଇଂଜିନିୟର, ୪ଟି ସ୍ଥାନରେ ଚାଲିଛି ରେଡ୍

ବ୍ରହ୍ମପୁର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ଜୁନିୟର ଇଞ୍ଜିନିୟର। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନ ୨ର ଜୁନିୟର ଇଂଜିନିୟର ବଂଶୀଧର ସେଠୀଙ୍କ ଘରେ ରେଡ୍‌ ଚାଲିଛି। ଚାରୋଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଉଛି। ରେଡ୍‌ରେ ୨ଜଣ DSP, ୬ଜଣ…