Browsing Tag

vigilance raid

ଭିଜିଲାନ୍ସ ଜାଲରେ ଇଡିକଲ ଡେପୁଟି ମ୍ୟାନେଜର, ଏକାକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍‌

କଟକ(କେନ୍ୟୁଜ୍):ଭିଜିଲାନ୍ସ ଜାଲରେ ଇଡିକଲ ଡେପୁଟି ମ୍ୟାନେଜର । ଇଡିକଲ ଡେପୁଟି ମ୍ୟାନେଜର ଗୟା ସନ୍ତରାଙ୍କ ଘରେ ଭିିଜିଲାନ୍ସ ଚଢଉ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢଉ କରୁଛି ଭିଜିଲାନ୍ସ । ଏକାକାଳୀନ ୭ଟି ସ୍ଥାନରେ ରେଡ୍‌ କରୁଛି ଭିଜିଲାନ୍ସ । କୋରାପୁଟ ସୁଙ୍କି ଗେଟରେ ଥିବା…

ଭିଜିଲାନ୍ସ ଜାଲରେ ରାୟଗଡ଼ା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ, ୪ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ

କଟକ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ । ରାୟଗଡ଼ା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଓ ଗଜପତିର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ବ୍ରହ୍ମପୁର…

ନିର୍ବାହୀ ଯନ୍ତ୍ରୀଙ୍କ କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି! ୪ଟି ପ୍ଲଟ ଓ ୨୬ ଲକ୍ଷ ବ୍ୟାଙ୍କ ଜମା ଠାବ କରିଛି ଭିଜିଲାନ୍ସ…

ଖୋର୍ଦ୍ଧା(କେନ୍ୟୁଜ୍):ନିର୍ବାହୀ ଯନ୍ତ୍ରୀଙ୍କ କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ଠାବ । ୪ଟି ପ୍ଲଟ ଓ ୨୬ ଲକ୍ଷ ବ୍ୟାଙ୍କ ଜମା ଠାବ କରିଛି ଭିଜିଲାଜ ବିଭାଗ । ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ଦାସଙ୍କ ଘର ଓ ଅଫିସରେ ଭିଜିଲାନ୍ସ ରେଡ୍‌ । ଆୟରୁ ଅଧିକ…

ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ, ୭ଟି ସ୍ଥାନରେ ରେଡ୍‌ କରୁଛି ଟିମ୍‌

ଖୋର୍ଦ୍ଧା(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ। ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ଦାସଙ୍କ ଘର ଓ ଅଫିସରେ ଚଢାଉ। ଏକକାଳୀନ ୭ଟି ସ୍ଥାନରେ ରେଡ୍‌ କରୁଛି ଟିମ୍‌। ଭିଜିଲାନ୍ସ ଇନିସପେକ୍ଟର ମମିତା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ସମସ୍ତ…

ଜମିପଟ୍ଟା କରାଇଦେବା ପାଇଁ ARI ନେଉଥିଲେ ୬ ହଜାର ଟଙ୍କା ଲାଞ୍ଚ, ମାଡ଼ିବସିଲା ଭିଜିଲାନ୍ସ

ଜୟପୁର(କେନ୍ୟୁଜ୍): ଜୟପୁର ଭିଜିଲାନ୍ସ ଜାଲରେ ARI । କୋରାପୁଟ ବ୍ଲକ ସୁକୁ ପଞ୍ଚାୟତର ଏଆର୍‌ଆଇ ଅମିତ କୁମାର ବେହେରା ଜଣେ ହିତାଧିକାରୀଙ୍କ ଠାରୁ ଜମିପଟ୍ଟା କରାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଜୟପୁର ବସଷ୍ଟାଣ୍ଡ ନିକଟରେ ଲାଞ୍ଚ ଟଙ୍କା ନେଉଥିବା ବେଳେ, ଜୟପୁର ଭିଜିଲାନ୍ସ…

୨୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଦୁଇ ବନ କର୍ମଚାରୀଙ୍କୁ ମାଡିବସିଲା ଭିଜିଲାନ୍ସ

ନୂଆପଡା(କେନ୍ୟୁଜ୍):  ଭିଜିଲାନସ ଜାଲରେ ଦୁଇଜଣ ବନ ବିଭାଗ କର୍ମଚାରୀ। ୨୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଗିରଫ ଦୁଇ ବନ କର୍ମଚାରୀ ହେଲେ ସିନାପାଲି ବନ ବିଭାଗ ରେଞ୍ଜ ଅନ୍ତର୍ଗତ ଲିଆଡ ବିଟ୍ ହାଉସର ଫରେଷ୍ଟର ପୂର୍ଣ୍ଣ ଚନ୍ଦ୍ର ନାଏକ ଓ ମହିଳା ଫରେଷ୍ଟ…

ଉଦଳା RWSSର ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ଭିଜିଲାନ୍ସ ରେଡ୍‌ ବେଳେ ମିଳିଲା କେଜିଏ ସୁନା, ବିଭିନ୍ନ…

ଭୁବନେଶ୍ୱର(କେନ୍ୟୁଜ): ଭିଜିଲାନ୍ସ ଜାଲରେ ପଡ଼ିଥିବା ଉଦଳା RWSSର କୁବେର ଇଂଜିନିୟରଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ପେଡ଼ି ଖୋଲୁଛି । ଭୁବନେଶ୍ୱରରେ ଏକାଧିକ ପ୍ଲଟ୍‌ ଓ ଘର । କେଜିଏ ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ । ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ…

ଭିଜିଲାନ୍ସ ଜାଲରେ RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ, ଭୁବନେଶ୍ୱରର ୪ଟି ଜାଗା ସମେତ ମୋଟ ୮ଟି ସ୍ଥାନରେ ଚାଲିଛି ରେଡ୍‌

ଉଦଳା(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ରେଡ୍‌ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ। ଭୁବନେଶ୍ୱରର ୪ଟି ସ୍ଥାନ ସମେତ ମୋଟ ୮ଟି ସ୍ଥାନରେ ରେଡ୍‌ । କେନ୍ଦ୍ରାପଡା ଓ ମୟୂରଭଞ୍ଜର ୨ଟି…

ଭିଜିଲାନ୍ସ ଜାଲରେ ସହକାରୀ ପ୍ରାଣୀ ଚିକିତ୍ସକ: ୨ ମାସର ଭଡା ଗାଡି ବିଲ୍‌ କରାଇ ଦେବାକୁ ନେଉଥିଲେ ଲାଞ୍ଚ

କଟକ/ନୂଆପଡ଼ା(କେନ୍ୟୁଜ୍):   ଭିଜିଲାନ୍ସ ଜାଲରେ ସହକାରୀ ପ୍ରାଣୀ ଚିକିତ୍ସକ । ନୂଆପଡା ଜିଲ୍ଲା ସିନାପାଲି ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ସହକାରୀ ପ୍ରାଣୀ ଚିକିତ୍ସକ ବିଭୁପ୍ରସାଦ ଧଳଙ୍କୁ ଧରିଛି ଭିଜିଲାନ୍ସ । ଦୁଇ ମାସର ଭଡା ଗାଡି ବିଲ୍‌ କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ । ରେଡ୍‌…

ଭିଜିଲାନ୍ସ ରିମାଣ୍ଡରେ କ୍ରିପ୍‌ଟୋ କୁବେର ଅଫିସର ନିହାର ରଞ୍ଜନ ଦାସ

ଭୁବନେଶ୍ୱର(କେନ୍ୟୁଜ୍): ଭିଜିଲାନ୍ସ ରିମାଣ୍ଡରେ କ୍ରିପ୍‌ଟୋ କୁବେର ଅଫିସର ନିହାର ରଞ୍ଜନ ଦାସ । ତାଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ । ରିମାଣ୍ଡ ଅନୁମତି ଦେଇଛନ୍ତି ଭିଜିଲାନ୍ସ କୋର୍ଟ । କ୍ରିପଟୋ କରେନ୍ସୀରେ ଲାଗିଥିବା କୋଟି କୋଟି ଟଙ୍କାର ଖୋଳତାଡ…

ଭିଜିଲାନ୍ସ ଜାଲରେ ବାଲେଶ୍ବର କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ, ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ

କଟକ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ରେଡ୍‌ ଚାଲିଛି। ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଯାଞ୍ଚ । ରାଜ୍ୟ ବାହାରେ ମଧ୍ୟରେ…

୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ବଲାଙ୍ଗୀର ଗୋଷ୍ଠୀ ଶିକ୍ଷା ଅଧିକାରୀ

ବଲାଙ୍ଗୀର(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ବଲାଙ୍ଗୀର ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀ । ଏକ ମାମଲା ତଦନ୍ତ ରିପୋର୍ଟର ରଫାଦଫା କରିବାକୁ ଲାଞ୍ଚ ନେଉଥିଲେ । ପଟଣାଗଡ ରାମପୁରର ଶିକ୍ଷକ ସୁରେଶ ଚନ୍ଦ୍ର…