Browsing Tag

Vishal Dadlani

ବାପା ମରିଗଲା ପରେ ସାତ ଦିନ ଧରି ଶବକୁ ପାଖରେ ରଖିଥିଲେ ସଂଗୀତ ନିର୍ଦ୍ଦେଶକ ବିଶାଲ, କାହିଁକି ଜାଣନ୍ତୁ

ସଂଗୀତକାର ତଥା ଗାୟକ ବିଶାଲ ଦଦଲାନୀଙ୍କ ବାପା ମୋତି ଦଦଲାନୀଙ୍କ ମୃତ୍ୟୁ ୮ ଜାନୁଆରୀରେ ହୋଇଥିଲା। ବାପାଙ୍କ ଶେଷ ସମୟରେ ବିଶାଲ ତାଙ୍କ ପାଖରେ ଉପସ୍ଥିତ ନଥିଲେ। କରୋନା ଯୋଗୁଁ ବିଶାଲ କ୍ୱାରେଣ୍ଟାଇନରେ ରହିଥିଲେ। ତେଣୁ ଏଥିପାଇଁ ବାପାଙ୍କ ଅନ୍ତିମ ସଂସ୍କାର ନ କରି ଏକ ସପ୍ତାହ ପର୍ଯ୍ୟନ୍ତ…

ଇଣ୍ଡିଆନ ଆଇଡଲ ୧୨ ସେଟରେ ଜୟ ଭାନୁଶାଲୀଙ୍କ ଉପରକୁ ବାବା ରାମଦେବ କାହିଁକି ଉଠାଇଲେ LPG ସିଲିଣ୍ଡର, ଜାଣନ୍ତୁ

ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରି ଉପରେ କରୋନାର ଗମ୍ଭୀର ପ୍ରଭାବ ପଡିଛି। କରୋନାର ଦ୍ୱିତୀୟ ଲହରୀରେ ବିଭିନ୍ନ ସେଟରେ ନୂଆ ନୂଆ କରୋନା ମାମଲା ଏବେ ସାମ୍ନାକୁ ଆସିଲାଣି। ଏଥିପାଇଁ ଇଣ୍ଡିଆନ ଆଇଡଲ୧୨(Indian Idol-12) ସେଟରେ ମେକର୍ସ ମାନେ ବାକି ଥିବା ସବୁ ଏପିସୋଡର ସୁଟିଂ ସମାପ୍ତ କରିସାରିଛନ୍ତି ।…

ଦିନକୁ ୪୦ରୁ ଅଧିକ ସିଗାରେଟ୍‌ ପିଉଥିଲେ ବିଶାଲ ଦଦଲାନୀ! ଭିଡିଓ ପୋଷ୍ଟ କରି ଭୋଗିଥିବା କଷ୍ଟ ବିଷୟରେ କଲେ ଖୁଲାସା

ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର ତଥା ମ୍ୟୁଜିକ୍‌ କମ୍ପୋଜର ବିଶାଲ ଦଦଲାନୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଚକିତ କଲା ଭଳି ଏକ କଥାର ଖୁଲାସା କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ସେ ଏକ ଭିଡିଓ ଶେୟାର କରି ଗୋଟିଏ ଦିନରେ କିପରି ୪୦ରୁ ଅଧିକ ସିଗାରେଟ୍‌ ଟାଣୁଥିଲେ, ସେ ବିଷୟରେ ଉଲ୍ଲେଖ କରିଛନ୍ତି।…

ନିଜ ଗୀତର ରିମିକ୍ସକୁ ନେଇ ରାଗିଲେ ସିଙ୍ଗର, ଦେଲେ ଏପରି ଧମକ୍‌

ବଲିଉଡ୍ରେ ଏବେ ପୁରୁଣା ଗୀତର ରିମିକ୍ସ କରାଯାଉଥିବା ଦେଖାଯାଉଛି । ପ୍ରତି ଫିଲ୍ମରେ ଯେମିତି ହେଲେ ଗୋଟିଏ ପୁରୁଣା ଗୀତର ରିମିକ୍ସ କରାଯାଉଥିବା ଦେଖିବାକୁ ମିଳୁଛି । ତେବେ ପ୍ରତି ଫିଲ୍ମରେ ଏଭଳି ହେଉଥିବା ଦେଖି ଏବେ ଏହାକୁ ପସନ୍ଦ କରୁ ନଥିବା କହିଛନ୍ତି କଣ୍ଠଶିଳ୍ପୀ ବିଶାଲ ଡଡଲାନୀ ।…