ଲଞ୍ଚ ହେବାକୁ ଯାଉଛି Vivo X200, ଫିଚର୍ସ ରହିଛି ଜବରଦସ୍ତ
ଚିନର ଲିଡିଂ ସ୍ମାର୍ଟଫୋନ ମେକର Vivo କମ୍ପାନୀ ନିଜର ଫ୍ୟାନ୍ସମାନଙ୍କ ପାଇଁ ଏକ ନୂଆ ସ୍ମାର୍ଟଫୋନ ସିରିଜ୍ ଲଞ୍ଚ କରିବାକୁ ଯାଉଛି । Vivo ଗତ ମାସରେ ଏହାର ହୋମ ମାକେର୍ଟରେ Vivo X200 ସିରିଜ୍ ଲଞ୍ଚ କରିଥିଲା । ବର୍ତ୍ତମାନ କମ୍ପାନୀ ଏହି ଫ୍ଲାଗସିପ୍ ସିରିଜ୍ ଗ୍ଲୋବାଲ ମାକେର୍ଟରେ…