Browsing Tag

wall collapsed

‘ୟସ’ ପରର ପ୍ରଭାବ: ଶୋଇଥିବା ସମୟରେ ଭୁଶୁଡିଲା କାନ୍ଥ ସହିତ ଘରର ଛାତ, ଅଳ୍ପକେ ବର୍ତ୍ତିଲେ ପରିବାର ୪ ଜଣ

କରଞ୍ଜିଆ: 'ୟସ' ଗଲା ପରର ପ୍ରଭାବ। ଭୁଶୁଡି ପଡିଲା ଘରର କାନ୍ଥ ସହ ଛାତ। ଅଳ୍ପକେ ବର୍ତ୍ତିଲେ ପରିବାର ୪ ଜଣ। ସୂଚନା ଅନୁଯାୟୀ, ଘରେ ଶୋଇଥିବା ସମୟରେ ଭୁଶୁଡିଲା କାନ୍ଥ ଓ ଛାତ। ଯଶୀପୁର ଥାନା ମହାର୍ଦ୍ଦାପଳସା ଢ଼ିପା ସାହିରେ ଘଟିଛି ଏହି ଅଭାବନୀୟ ଘଟଣା। ମେନା ହୋ ଓ ତାଙ୍କ ସ୍ତ୍ରୀ ସହ ଦୁଇ…

ଭଦ୍ରକ: ଶୋଇଥିବା ଅବସ୍ଥାରେ ଗଳିପଡିଲା ଘରର କାନ୍ଥ, ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଲେ ସ୍ୱାମୀ , ସ୍ତ୍ରୀ ଓ ପୁଅ

ଚାନ୍ଦବାଲି(କେନ୍ୟୁଜ୍):  ଶୋଇଥିବା ଅବସ୍ଥାରେ ଗଳିପଡିଲା ଘରର କାନ୍ଥ । ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଲେ ସ୍ୱାମୀ , ସ୍ତ୍ରୀ ଓ ପୁଅ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଞ୍ଚାୟର  ହରିଜନସାହିରେ । ଖବର ମୁତାବକ ହରିଜନସାହିର ଅଶୋକ ମହାଳିକ ଓ ସ୍ତ୍ରୀ…

ରାଜସ୍ଥାନ ଯୋଧପୁରରେ ଭୁଶୁଡିଲା ନିର୍ମାଣାଧୀନ କାନ୍ଥ, ଗଲା ୮ ଜଣଙ୍କ ଜୀବନ

ରାଜସ୍ଥାନ(କେ ନ୍ୟୁଜ): ରାଜସ୍ଥାନ ଯୋଧପୁରରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ରାଜସ୍ଥାନ ଯୋଧପୁରସ୍ଥିତ ବସ୍ତି ଶିଳ୍ପାଞ୍ଚଳରେ ଥିବା ଏକ ନିର୍ମାଣାଧୀନ ଫାକ୍ଟ୍ରିର କାନ୍ଥ ଭୁଶୁଡିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଭଗ୍ନାବଶେଷ ତଳେ ୧୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଜଣାପଡିଛି…

ଲଗାଣ ବର୍ଷାରୁ ତେଲେଙ୍ଗାନାର ବାନ୍ଦଲଗୁଡା ଅଞ୍ଚଳରେ ଭୁଶୁଡି ପଡିଲା ନିର୍ମାଣଧିନ ପାଚେରୀ, ଜଣେ ଶିଶୁ ସମେତ ୯ମୃତ

ତେଲେଙ୍ଗାନା: ତେଲେଙ୍ଗାନାରେ ଅଭାବନୀୟ ଘଟଣା । ତାଣ୍ଡବ ରଚିଲା ଲଗାଣ ବର୍ଷା। ମିଳିଥିବା ସୂଚନା ମୁତାବକ, ଅତ୍ୟଧିକ ବର୍ଷା ଯୋଗୁ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ବାନ୍ଦଲଗୁଡା ଅଞ୍ଚଳରେ ଏକ ନିର୍ମାଣଧିନ ପାଚେରୀ ଭୁଶୁଡିପଡିବାରୁ ଜଣେ ଶିଶୁ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି ।…

ଖୋର୍ଦ୍ଧା: ଟାଙ୍ଗୀରେ କାନ୍ଥ ଭୁଷୁଡି ୩ ଗୁରୁତର

ଟାଙ୍ଗୀ(କନ୍ୟୁଜ୍):  ଟାଙ୍ଗୀ ପ୍ରଧାନ ସାହିରେ ଅଘଟଣ। ଘରର କାନ୍ଥ ଭୁଷୁଡି ଦୁଇଜଣ ମହିଳା  ଓ  ଜଣେ  ଯୁବତୀ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ ପ୍ରଧାନ ସାହିର ନଳିନୀ ପରିଡା,ଡଲି ପରିଡା ଓ ମମତା ପରିଡା  ଘରର…

ସମ୍ବଲପୁରରେ ଲଗାଣ ବର୍ଷାରେ ଭାଙ୍ଗିଲା କାନ୍ଥ, ଜଣେ ମୃତ ଦୁଇ ଗୁରୁତର

ସମ୍ବଲପୁର(କେନ୍ୟୁଜ୍): କାନ୍ଥ ନେଲା ଜୀବନ। ଲଗାଣ ବର୍ଷାରେ ଭାଙ୍ଗିଲା କାନ୍ଥ। ସମ୍ବଲପୁର ମହାନଗର ଭାଲୁପାଲି ଗାଁରେ ଏହି ଦୁର୍ଘଟଣା ଘଟଛି। ମୃତକ ଅଜୁ ମୁଣ୍ଡା। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘରେ ସମସ୍ତେ…

ଘର ମରାମତି ବେଳେ ମାଟିକାନ୍ଥ ପଡି ଚାଲିଗଲା ୨ ଜୀବନ

ଯାଜପୁର(କେନ୍ୟୁଜ୍) : ମାଟି କାନ୍ଥ ପଡି ୨ଜଣଙ୍କ ମୃତ୍ୟୁ ହୋଇଛି। ଯାଜପୁର ଜିଲ୍ଲା କୁଆଖିଆ ଥାନା ବାଲିପାଟଣା ଗାଁରେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ବନମାଳୀ ସାହୁ ଓ ଚନ୍ଦନ ଲେଙ୍କା। ଆଜି ସକାଳେ ଘର ମରାମତି କାମ ଚାଲିଥିବାବେଳେ ହଠାତ୍ କାନ୍ଥ ଭୁଶୁଡି ପଡିଥିଲା। କାନ୍ଥ ତଳେ ଏମାନେ ଚାପି…

ବନ୍ୟା ଆଣିଲା ଦୁଃଖ, ଗଜପତି ଜିଲ୍ଲାରେ ୨ଟି ସ୍ଥାନରେ କାନ୍ଥ ପଡି ୩ ମୃତ

ଗଜପତି(କେନ୍ଯୁଜ୍) : ବାତ୍ୟା ଓ ବନ୍ୟା ପରେ ଗଜପତି ଜିଲ୍ଳାରେ ଅଘଟଣ । ଶୋଇଥିବା ବେଳେ ଦୁଇଟି ଭିନ୍ନ ସ୍ଥାନରେ କାନ୍ଥ ପଡି ୩ ମୃତ । ବଡ଼ ପାଚେଡ଼ିଆ ଗାଁରେ କାନ୍ଥପଡ଼ି ୨ ଜଣ ପ୍ରାଣ ହରାଇଥିବା ବେଳେ ଏଙ୍ଗାର ସିଂହ ପଞ୍ଚାୟତର ସାନସଡ଼ା ଗାଁରେ ବି ଜଣଙ୍କ ଜୀବନ ଯାଇଛି । ମୃତକ ମାନେ ହେଲେ ରୟଗଡ଼ା…

ଉଡ଼ାଣ ବେଳେ ପାଚେରୀ ଭାଙ୍ଗିଲା ଏୟାର ଇଣ୍ଡିଆ ବିମାନ, ତଥାପି ଯାତ୍ରୀ ସୁରକ୍ଷିତ

ଚେନ୍ନାଇ : ଉଡ଼ାଣ ବେଳେ ଅଘଟଣ । ଏୟାର ଇଣ୍ଡିଆର ଏକ ବିମାନ ତାମିଲନାଡୁର ତ୍ରିଚିରୁ ଦୁବାଇ ଛାଡ଼ିବା ବେଳେ ଦୁର୍ଘଟଣା ଘଟାଇଥିଲା । ଗତକାଲି ରାତି ସାଢ଼େ ଗୋଟିଏ ବେଳେ ଏହି ବିମାନଟି ଉଡ଼ାଣ ଭରିବା ବେଳେ ଏହାର ଦୁଇଟି ଚକ ବିମାନ ବନ୍ଦର ପାଚେରୀରେ ବାଜି କାନ୍ଥ ଭାଙ୍ଗି ଦେଇଥିଲା । ସେତେବେଳେ…