Browsing Tag

washington sundar

ବେଙ୍ଗାଲୁରୁ ଟେଷ୍ଟ ହାରିବା ପରେ ଭାରତୀୟ ଟିମରେ ପରିବର୍ତ୍ତନ, ଟିମରେ ଏହି ଅଲରାଉଣ୍ଡରକୁ ସାମିଲ କଲେ ଗୌତମ ଗମ୍ଭୀର

ନ୍ୟୁଜିଲାଣ୍ଡ ଠାରୁ ପ୍ରଥମ ଟେଷ୍ଟ ହାରିବା ପରେ ଭାରତୀୟ ଟିମରେ ପରିବର୍ତ୍ତନ । ପୁଣେ ଟେଷ୍ଟ ପୂର୍ବରୁ ବିସିସିଆଇ ସ୍କାଡରେ ଷ୍ଟାର ଅଲରାଉଣ୍ଡର ଓ୍ୱାଶିଂଟନ ସୁନ୍ଦରକୁ ସାମିଲ କରାଯାଇଛି । ରଣଜୀ ଟ୍ରଫିରେ ତାମିଲନାଡ଼ୁ ପାଇଁ ୧୫୨ ରନର ଦମଦାର ପାଳି ଖେଳିଥିବା ୱାଶିଂଟନ୍ ସୁନ୍ଦର ଭାରତୀୟ ଟେଷ୍ଟ…

ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଲା ବଡ ଝଟକା, ଆଇପିଏଲରୁ ବାଦ୍‌ ପଡିଲେ ଓ୍ଵାଶିଂଟନ ସୁନ୍ଦର

ଆଇପିଏଲ୍‌ ୨୦୨୩ ରେ ଟିମ୍‌ ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଲା ବଡ ଝଟକା । ଦଳରୁ ବାଦ୍‌ ପଡିଛନ୍ତି ଷ୍ଟାର ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦର । ଆଇପିଏଲ୍‌ର ବାକି ମ୍ୟାଚରେ ଆଉ ଖେଳିବେନି ସୁନ୍ଦର । ମାଂସପେଶୀ ଜନିତ ଆଘାତ ଯୋଗୁଁ ବାକିଥିବା ମ୍ୟାଚରୁ ବାଦ୍‌ ପଡିଛନ୍ତି ଓ୍ଵାଶିଂଟନ ସୁନ୍ଦର ।…

ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ୍‌ ପଡିଲେ ଦୀପକ ଚହର, ଓ୍ଵାଶିଂଟନ ସୁନ୍ଦରଙ୍କୁ ମିଳିଲା ସୁଯୋଗ

ଟିମ୍‌ ଇଣ୍ଡିଆ ଲାଗିଲା ପୁଣି ଏକ ବଡ ଝଟକା। ସାଉଥ ଆଫ୍ରିକା ଦିନିକିଆ ସିରିଜର ବାକି ମ୍ୟାଚ୍‌ ପାଇଁ ଦଳରୁ ବାଦ୍‌ ପଡିଲେ ଦୀପକ ଚହର। ଦୀପକଙ୍କ ସ୍ଥାନରେ ଟିମ୍‌ରେ ସାମିଲ ହେଲେ ଓ୍ଵାଶିଂଟନ ସୁନ୍ଦର। ଲକ୍ଷ୍ମୌରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍ ପୂର୍ବରୁ ଟ୍ରେନିଂ ସମୟରେ ଦୀପକ…

ଭାରତ- ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍‌ରେ ଖେଳିବେନି ଓ୍ଵାଶିଂଟନ୍‌ ସୁନ୍ଦର, ମାଂସପେଶୀ ଆଘାତ ଯୋଗୁ ନେବେ ବିଶ୍ରାମ

ଭାରତ -ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି-୨୦ ମ୍ୟାଚ୍‌ ପୂର୍ବରୁ ରୋହିତ ଶର୍ମାଙ୍କ ଟିମ୍‌କୁ ଏକ ବଡ ଝଟ୍‌କା ମିଳିଛି। ଓ୍ଵାଶିଂଟନ୍‌ ସୁନ୍ଦରଙ୍କର ମାଂସପେଶୀ ଆଘାତ ପାଇଁ ସେ ବର୍ତ୍ତମାନ ଟି-୨୦ ମ୍ୟାଚ୍‌ରୁ ବାହାରେ ଅଛନ୍ତି। ସୂଚନା ଅନୁସାରେ ଓ୍ଵାଶିଂଟନ୍‌ ସୁନ୍ଦରଙ୍କୁ ମାଂସପେଶୀ ଆଘାତ…

୨୧ ବର୍ଷୀୟ ଓ୍ଵାଶିଙ୍ଗ୍‌ଟନ ସୁନ୍ଦରଙ୍କୁ ଆନନ୍ଦ ମହିନ୍ଦ୍ରା ଉପହାରରେ ଦେଲେ ‘ମହିନ୍ଦ୍ରା ଥର୍‌’, ଶେୟାର କଲେ ଫଟୋ

ଖ୍ୟାତନାମା ବିଜନେସ୍‌ମ୍ୟାନ ଆନନ୍ଦ ମହିନ୍ଦ୍ରା ନିଜ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ଭାରତୀୟ ଯୁବ କ୍ରିକେଟର ଓ୍ଵାଶିଙ୍ଗଟନ ସୁନ୍ଦରଙ୍କୁ ଏସ୍‌ୟୁଭି ‘ଥର୍‌’ ଗିଫ୍ଟ କରିଛନ୍ତି। ଆଇପିଏଲ୍‌ ୨୦୨୧ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍‌ ତରଫରୁ ଖେଳୁଥିବା ଏହି ଅଲ୍‌ରାଉଣ୍ଡର ଏସ୍‌ୟୁଭି କାର୍‌…

ପୁଣି ଥରେ ବ୍ରିସବେନରେ ସିରାଜଙ୍କୁ ଦୁର୍ବ୍ଯବହାର, ୱାସିଂଟନ ସୁନ୍ଦରଙ୍କୁ ମଧ୍ୟ ଟାର୍ଗେଟ କଲେ ଦର୍ଶକ, ଭିଡିଓ ଭାଇରଲ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ବ୍ରିସବେନରେ ଖେଳାଯାଉଛି। ବ୍ରିସବେନରେ ମଧ୍ୟ ସିଡ୍ନୀର ପୁନରାବୃତ୍ତି ହୋଇଛି। ପୁଣି ଭାରତୀୟ କ୍ରିକେଟରଙ୍କ ପ୍ରତି ଅଷ୍ଟ୍ରେଲିଆ କ୍ରିକେଟ୍ ଫ୍ୟାନଙ୍କ ଅପଶଦ୍ଦ ବ୍ୟବହାର । ଗାବା ଟେଷ୍ଟର ପ୍ରଥମ ଦିନରେ…

କେବଳ ଗୋଟେ କାନରେ ଶୁଣିପାରନ୍ତି ଟିମ୍ ଇଣ୍ଡିଆରେ ଏହି ଖେଳାଳି, ବ୍ରିସବେନ ଟେଷ୍ଟରେ ନେଇଛନ୍ତି ଅଶ୍ବିନଙ୍କ ସ୍ଥାନ,…

ଅଷ୍ଟେଲିଆ ବିପକ୍ଷ ବ୍ରିସବେନରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଆର ଅଶ୍ୱିନଙ୍କ ବଦଳରେ ସ୍ଥାନ ପାଇଛନ୍ତି ଓ୍ୱାଶିଂଟନ ସୁନ୍ଦର । ଆଇପିଏଲ-୧୩ ପରେ ନେଟ୍ ବୋଲର ଭାବେ ଅଷ୍ଟ୍ରେଲିଆ ଗସ୍ତ କରିଥିବା ଓ୍ୱାଶିଂଟନଙ୍କ ଭାଗ୍ୟ ବଦଳିଥିଲା । ଏହାସହ ସେ ଅଶ୍ୱିନଙ୍କ ସ୍ଥାନରେ ଚୂଡାନ୍ତ ଏକାଦଶରେ ସାମିଲ…