Below header
Browsing Tag

water purifier

ଆର୍‌ଓର ବିଶୁଦ୍ଧ ପାଣି ପିଉଥିଲେ ସାବଧାନ! ବିଶେଷଜ୍ଞ କଲେ ଆଶ୍ଚର୍ଯ୍ୟକର ଖୁଲାସା

ଭାରତର ଅଧିକାଂଶ ଲୋକ ନିଜ ଘରେ ସ୍ୱଚ୍ଛ ପାଣି ପାଇଁ ଆର୍‌ଓ ବା ଓ୍ଵାଟର ପ୍ୟୁରିଫାୟର ଲଗାଉଛନ୍ତି । ସମସ୍ତେ ଜାଣନ୍ତି ଯେ ଆର୍‌ଓର ପାଣି ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଭଲ ହୋଇଥାଏ । ଏହି କାରଣରୁ ଆମେ ଘରେ ଦାମୀ ଓ୍ଵାଟର ପ୍ୟୁରିଫାୟର (ଆର୍‌ଓ) ଲଗାଇଥାଉ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ…

୧୦ ହଜାର ମଧ୍ୟରେ କିଣନ୍ତୁ ପେଟ ସମସ୍ୟା ଦୂର କରୁଥିବା ବେଷ୍ଟ ୱାଟର ପ୍ୟୁରିଫାୟର, ଜାଣନ୍ତୁ ଫିଚର୍ ଓ ମୂଲ୍ୟ

ମଣିଷ ଶରୀର ପାଇଁ ପାଣି ପିଇବା ନିହାତି ଦରକାର। କିନ୍ତୁ ଏହା ବିଶୁଦ୍ଧ ପାନୀୟ ଜଳ ହେବା ଆବଶ୍ୟକ। ତେବେ ଏହି ବିଶୁଦ୍ଧ ପାଣି ପାଇଁ ବର୍ତ୍ତମାନ ଆସିଛି ବେଷ୍ଟ ୱାଟର ପ୍ୟୁରିଫାୟର ମେସିନ୍। ଏହି ସର୍ବୋତ୍ତମ ଜଳ ବିଶୋଧନକାରୀ ପ୍ୟୁରିଫାୟର ଏବେ ଦୂର କରିବ ଆପଣଙ୍କ ଅନେକ ପେଟ ରୋଗ। କାରଣ ମଇଳା…