ଜଳ ପାଲଟିଛି ଜହର : ବର୍ଷକ ଭିତରେ ଗଲାଣି ୮ ଜୀବନ, ବହୁଲୋକ ଅକ୍ରାନ୍ତ
ଜଳ ପାଲଟିଛି ଜହର । ବିଷାକ୍ତ ପାଣି ପିଇ ବର୍ଷକ ଭିତରେ ଗଲାଣି ୮ଜଣଙ୍କ ଜୀବନ । ଅନେକ ଲୋକ ଏବେ ବି କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଆତଙ୍କିତ ଅବସ୍ଥାରେ ଯାଜପୁର ଦାନଗଦୀ ବ୍ଲକ୍ର କୁଲାପିଟା ଗାଁଲୋକେ ।
ଯାଜପୁର ଦାନଗଦୀ ବ୍ଲକ୍ର କୁଲାପିଟା ଗାଁ ।…