Below header
Browsing Tag

waterlogging

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା, ବୁଡ଼ିଗଲା ପୋଲ

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା। ବର୍ଷା ଦିନରେ ଯିବା ଆସିବା କଷ୍ଟ ହେଉଥିବାରୁ ବ୍ରିଜ ତିଆରି ପାଇଁ ଯୋଜନା ହେଲା । ସେଥପାଇଁ ପାଖରେ ଏକ ଅସ୍ଥାୟୀ ରାସ୍ତା ତିଆରି ମଧ୍ୟ କରାଗଲା । କିନ୍ତୁ କଣ ହେବ ଲଗାଣ ବର୍ଷାରେ ଅସ୍ଥାୟୀ ରାସ୍ତା ମଧ୍ୟ ଧୋଇଗଲା । ଯାହାକୁ ନେଇ ଏବେ ଅଂଚଳ ବାସୀ ତୀବ୍ର…

ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ମେଡିକାଲ ଭିତରେ ଲହଡି ଭାଙ୍ଗୁଛି ପାଣି

ଭଦ୍ରକ(କେନ୍ୟୁଜ୍): ମେଡିକାଲ ଭିତରେ ଲହଡି ଭାଙ୍ଗୁଛି ପାଣି। ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ମେଡିକାଲ ଆଉଟଡୋରରେ ଲହଡି ମାରୁଛି ବର୍ଷା ଜଳ। ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ଫଳରେ ଡାକ୍ତର ଓ ରୋଗୀ ହନ୍ତସନ୍ତ ହେଉଛନ୍ତି। ଆଉଟଡୋର ଭିତରେ ବର୍ଷା ପାଣି…

ଲଗାଣ ବର୍ଷାରେ ଜଳବନ୍ଦୀ କଟକ, ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

କଟକ(କେନ୍ୟୁଜ୍): ଲଗାଣ ବର୍ଷାରେ କଟକରେ ଜଳବନ୍ଦୀ। ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। କେଉଁଠି ପାଦେ ପାଦେ ତ ଆଉ କେଉଁଠି ଆଣ୍ଠୁଏ ଲେଖାଏଁ ପାଣି ଜମିଛି। କଟକ ସହରର ବାଦାମବାଡ଼ି, କେଶରପୁର, ବିଡାନାସୀ, ତିନି କୋଣିଆ ବଗିଚା, ମେରିଆ ବଜାର, ତୁଳସୀପୁର, ଣିସଚ଼ ରୋଡ୍‌ ଆଦି ପ୍ରମୁଖ…