ଅଟାରେ ତିଆରି ଏହି ପ୍ୟାକ ବ୍ୟବହାର କରନ୍ତୁ, ଖରାରେ ଗଲେ ବି କଳାପଡ଼ିବନି ମୁହଁ
ଦୁନିଆରେ କଳା ଗୋରା ରଙ୍ଗର ଲୋକ ଅଛନ୍ତି। ଆଉ ଆଜିକା ଯୁଗରେ ସମସ୍ତେ ନିଜକୁ ସୁନ୍ଦର କରିବାକୁ ଅନେକ ଚେଷ୍ଟା କରୁଛନ୍ତି। ସ୍କିନର ଯେକୌଣସି ରଙ୍ଗ ହେଉ ନା କାହିଁ ସମସ୍ତେ ଚାହାଁନ୍ତି ଗ୍ଲୋଇଂ ଓ ଆଟ୍ରାକ୍ଟିଭ ଫେସ୍। ଆଉ କିଛି ଲୋକ ଭିନ୍ନ ଭିନ୍ନ କ୍ରିମ୍ ପ୍ରୟୋଗ କରନ୍ତି। କିନ୍ତୁ ଏହାକୁ…