Below header
Browsing Tag

white tiger

ନନ୍ଦନକାନନକୁ ଆସିଲେ ନୂଆ ଅତିଥି; ଧଳାବାଘ ରୂପା ଜନ୍ମ ଦେଲା ୩ ଶାବକ

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି । ଧଳା ବାଘୁଣୀ ରୂପା ମା' ହୋଇଛି । ୩ ଶାବକଙ୍କୁ ଜନ୍ମ ଦେଇଥିବା ବେଳେ ଅଧିକ ଶାବକ ଜନ୍ମ ହେବା ନେଇ ଆଶା ରଖିଛନ୍ତି କର୍ତ୍ତୃପକ୍ଷ । ତେବେ ତାଙ୍କୁ ସିସିଟିଭି ଅନୁଧ୍ୟାନରେ ରଖାଯାଇଛି । ମାଆ ଛୁଆ ସୁସ୍ଥ ଥିବା ସୂଚନା…

ନନ୍ଦନକାନନରେ ବିରଳ ଧଳାବାଘ ‘ଶୁଭ୍ରାଂଶୁ’ର ମୃତ୍ୟୁ

ଭୁବନେଶ୍ବର: ନନ୍ଦନକାନନରେ ବିରଳ ଧଳାବାଘର ମୃତ୍ୟୁ । ଆଜି ଧଳା ବାଘ ଶୁଭ୍ରାଂଶୁର ମୃତ୍ୟୁ ହୋଇଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲା । ଏକ ମାସ ଧରି ଚିକିତ୍ସା ପରେ ଆଜି ତାର ମୃତ୍ୟୁ ହୋଇଛି । ପ୍ରାଣୀ ଉଦ୍ୟାନ ବାଘ ସଫାରୀରେ ରହି କିଛି ଦିନ ହେଲା ହଜାର ହଜାର ପର୍ଯ୍ୟଟକଙ୍କୁ ଆମୋଦ ପ୍ରମୋଦ…

ନନ୍ଦନକାନନରେ ଧଳାବାଘ ଶୁଭ୍ରାଂଶୁ ଅସୁସ୍ଥ, ସଂକ୍ରମଣରେ ହୋଇଛି ଆକ୍ରାନ୍ତ

ଭୁବନେଶ୍ବର(କେନ୍ୟୁଜ୍):  ପ୍ରାଣଘାତକ ସାଜିଲାଣି ନନ୍ଦନକାନନ ପରିବେଶ। ହର୍‌ପିସ ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ମାସକ ମଧ୍ୟରେ ୪ଟି ହାତୀ ମୃତ୍ୟୁବରଣ କରିବା ପରେ ଧଳା ବାଘ ଶୁଭ୍ରାଂଶୁ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ବାଘଟି ସଂକ୍ରମଣ ଦ୍ୱାରା ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ଗତ…