ଗାଁ ଭିତରେ ଦୁଇ ଦନ୍ତା ହାତୀ, ଘଉଡ଼ାଇବାକୁ ଯାଇ ଜଣେ ଗ୍ରାମବାସୀ ଆହତ
ଢେଙ୍କାନାଳ : ଗାଁ ଭିତରେ ଉପଦ୍ରବ କରୁଛନ୍ତି ଦୁଇ ଦନ୍ତା ହାତୀ । ଢେଙ୍କାନାଳ ବନଖଣ୍ଡ ଜିରାଳ ଫରେଷ୍ଟ ସେକ୍ସନରେ ଥିବା ଜିରାଳ ଗାଁ ଓ ବଜାରରେ ଦନ୍ତା ଆତଙ୍କ । ଗାଁ ଭିତରେ ଓ ବଜାରରେ ବୁଲିଲେ ଦୁଇ ଦନ୍ତା । ଆଜି ଭୋର ସମୟରେ ଜିରାଳ ଗାଁ ଓ ବଜାର ମଧ୍ୟରେ ଦୁଇଟି ଦନ୍ତାହାତୀ ବୁଲୁଥିବାର…