ଓ୍ଵିମ୍ବଲଡନ ଦେଖିବା ପାଇଁ ନୂଆ ଲୁକରେ ପହଞ୍ଚିଲେ ରୋହିତ ଶର୍ମା, ପଛରେ ପଡିଯିବେ ବଲିଉଡ ସେଲିବ୍ରିଟି
ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ ଟିମ୍ ଅଧିନାୟକ ରୋହିତ ଶର୍ମା ଓ୍ଵିମ୍ବଲଡନ ଦେଖିବା ପାଇଁ ଲଣ୍ଡନରେ ପହଞ୍ଚିଛନ୍ତି । ଆଉ ରୋହିତଙ୍କ ଷ୍ଟାଇଲ ଦେଖି ସମସ୍ତଙ୍କ ହୋସ ଉଡିଯାଇଛି । ନୂଆ ଲୁକ୍ ସହିତ ନୂଆ ଷ୍ଟାଇଲରେ ରୋହିତଙ୍କୁ ଦେଖି ଅନେକ ଦିଓ୍ଵାନା ହୋଇଛନ୍ତି ।
ରୋହିତ ଲଣ୍ଡନରେ…