Below header
Browsing Tag

woman beaten

ସ୍ୱାମୀ ମାଡ଼ରେ ସ୍ତ୍ରୀ ଗୁରୁତର, ସିଧା ହସ୍ପିଟାଲରେ ଭର୍ତ୍ତି

ଭଦ୍ରକ(କେନ୍ୟୁଜ): ସ୍ୱାମୀ ମାଡ଼ରେ ସ୍ତ୍ରୀ ଗୁରୁତର । ସିଧା ଆସି ହସ୍ପିଟାଲ ବେଡ୍ ରେ । ଆଜିକାଲି ଦୁନିଆ ଯେତେ ଯେତେ ଆଗକୁ ଯାଉଛି ଲୋକଙ୍କ ବୁଦ୍ଧି ସେତିକି କମି କମି ଯାଉଛି । ଏବେ ଲୋକମାନେ ନିଜ ପରିବାର ପ୍ରତି ବି ଟିକେ ମୋହ ମାୟା ରଖୁନଥିବା ଦେଖାଯାଉଛି । କୁହାଯାଏ ମହିଳା ହେଉଛନ୍ତି…

ମହିଳାଙ୍କୁ ମାଡ଼ ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ବେଗୁନିଆ ପୋଲିସ୍

ଖୋର୍ଦ୍ଧା : ବେଗୁନିଆ ଥାନା ଅନ୍ତର୍ଗତ କଡ଼ବ ଗାଁରେ ଗାଁରାସ୍ତା ଅବରୋଧ ବିବାଦକୁ ନେଇ ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ଆଜି ବେଗୁନିଆ ଥାନା ଦୁଇ ଜଣକୁ ଗିରଫ କରିଛି । ଗତକାଲି ଉକ୍ତ ଗ୍ରାମରେ ସର୍ବସାଧାରଣ ରାସ୍ତାକୁ ଅବରୋଧ କରିବା ଅଭିଯୋଗରେ ଜଣେ ମହିଳାଙ୍କୁ ମାଡ଼ ମରାଯାଇଥିବା ଭିଡ଼ିଓ…

ଚୋରା ମଦ ବେପାରିକୁ କାବୁ କରି ପାନେ ଦେଲେ ମହିଳାମାନେ: ବୋତଲ ଭାଙ୍ଗିଲେ, ଛାଞ୍ଚୁଣିରେ ଛେଚିଲେ

ଚାନ୍ଦବାଲି : କିଏ ଛାଞ୍ଚୁଣିର ତ କିଏ ହାତରେ ମହିଳାମାନେ ନିର୍ଘାତ ଛେଚିଲେ ଜଣେ ଚୋରା ମଦ ବେପାରିକୁ । ଘଟଣାଟି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳରେ । ସୂଚନା ମୁତାବକ ଅଲିନଗର ଅଞ୍ଚଳର ଜଣେ ଚୋରା ମଦ ବେପାରି ପ୍ରତ୍ୟେକ ଦିନ କୋହ୍ଲ ଅଞ୍ଚଳରେ ଚୋରା ମଦ ବେପାର…

ଜମିବାଡ଼ିକୁ ନେଇ ସୀମା ଟପିଲା ବର୍ବରତା: ଗଛରେ ବାନ୍ଧି ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରିଲେ କିଛି ମହିଳା

ଭଦ୍ରକ : ସୀମା ଟପିଲା ବର୍ବରତା । ମହିଳାଙ୍କ ଇଜ୍ଜତ ସହ ଖେଳିଲେ ମହିଳା । ଗଛରେ ବାନ୍ଧି ଜଣେ ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ଼ ମାରିଲେ ଅନ୍ଯ ମହିଳା । ଭଦ୍ରକ ସହରାଞ୍ଚଳ ଥାନା ବରାଳ ପୋଖରୀ ହନୁମାନ ସାହିରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । କିଛି ମହିଳା ଏକାଠି ହୋଇ ମହିଳା ଜଣଙ୍କୁ…

ପରକୀୟା ପ୍ରୀତି ପଡିଲା ମହଙ୍ଗା: ବିବାହିତା ମହିଳା ଓ ରସିକିଆ ପ୍ରେମିକଙ୍କୁ ଉତ୍ତମ ମଧ୍ୟମ ଦେଲେ ଉଭୟ ବାପଘର ଓ ଶ୍ବଶୁର…

ଅନୁଗୁଳ: ପରକୀୟା ପ୍ରୀତି ପଡିଲା ମହଙ୍ଗା । ଗ୍ରାମବାସୀ ଓ ମହିଳାଙ୍କ ପରିବାରଠୁ ନିସ୍ତୁକ ମାଡ ଖାଇଲେ ଯୁବକ ଓ ବିବାହିତ ମହିଳା। ବିବାହିତ ମହିଳାଙ୍କୁ ଦାଣ୍ଡରେ ବୁଲାଇଲେ। ଏଭଳି ଏକ ଘଟଣା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟାପଢୋଲ ଗ୍ରାମରେ ଦେଖିବାକୁ ମିଳିଛି । ଟାପଢୋଲ ଗ୍ରାମର ମହିଳା…

ବାଲେଶ୍ୱର: ଖୁରୋକୁଣୀ ଗାଁରେ ମଦ ବେପାରୀଙ୍କୁ ନିସ୍ତୁକ ମାଡ଼, ଖୁଣ୍ଟରେ ବାନ୍ଧି ପିଟିଲେ ମହିଳା

ବାଲେଶ୍ୱର: ମଦ ବେପାରୀଙ୍କୁ ନିସ୍ତୁକ ମାଡ଼। ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ଼ ମାରିଲେ ମହିଳା। ବାଲେଶ୍ୱର ଜିଲ୍ଲା ସୋର ଥାନାର ଖୁରୋକୁଣୀ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୋର ଅଞ୍ଚଳରେ ଦିନକୁ ଦିନ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଉଥିବା ବେଳେ ଅବକାରୀ ବିଭାଗକୁ ଜଣାଇଲେ ମଧ୍ୟ କୌଣସି…

ଢେଙ୍କାନାଳ : ଟଙ୍କା ନେବା ପଡିଲା ମହାଙ୍ଗା, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଚପଲରେ ପିଟିଲେ ମହିଳା

ଢେଙ୍କାନାଳ : ଟଙ୍କା ନେବା ପଡ଼ିଲା ମହଙ୍ଗା। ପଞ୍ଚାୟନ ନିର୍ବାହୀ ଅଧିକାରୀଙ୍କୁ ମହିଳାଙ୍କ ଚପଲ ମାଡ଼। ପଇସା ନେଇଛ କହି ମହିଳା ଓ ଗ୍ରାମବାସୀ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଚପଲରେ ମାଡ଼ ମାରିବାର ଭିଡ଼ିଓ ଭାଇରାଲ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଘାଘରାମୁଣ୍ଡା ପଞ୍ଚାୟତ ନିର୍ବାହୀ…