Browsing Tag

woman-constable

ପୋଲିସ କ୍ଵାଟରରୁ ମହିଳା କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଟାଉନ ଥାନା VHF ବିଭାଗରେ କାର୍ଯ୍ୟରତ ମହିଳା କନଷ୍ଟେବଳ ସୁନିତା ନାୟକଙ୍କ ଝୁଲନ୍ତା ମୃତଶରୀର ରିଜର୍ଭ ଲାଇନ ପୋଲିସ କ୍ଵାଟରରୁ ଉଦ୍ଧାର ହୋଇଛି। ସୁନିତାଙ୍କ ସ୍ୱାମୀ ଗଣେଶ୍ୱର ନାୟକ ରିଜର୍ଭ ପୋଲିସରେ କାର୍ଯ୍ୟରତ ଅଛନ୍ତି। ସୂଚନା ଅନୁସାରେ ଗତକାଲି…

ଡ୍ୟୁଟି ସମୟରେ ‘ହିରୋ ତୁ ମେରା ହିରୋ ହୈ’…ଗୀତରେ ମହିଳା କନଷ୍ଟେବଳଙ୍କ ସହିତ ନାଚିଲେ ଦୁଇ ପୁରୁଷ ବନ୍ଧୁ, ଦେଖନ୍ତୁ…

ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ମହିଳା କନଷ୍ଟେବଲ ନିଜର ଦୁଇ ସାଥିଙ୍କ ସହ ଫିଲ୍ମ ହିରୋ ନଂ ୱାନ ଗୀତ ହିରୋ ତୁ ମେରା ହିରୋ ହୈ ...ରେ ଭିଡ଼ିଓ ସୁଟ୍‌ କରୁଥିଲେ। ଯେତେବେଳେ ଲେଡି କନଷ୍ଟେବଳ ଡ୍ୟୁଟିରେ ଥିଲେ ଏହି ରିଲ୍ ତିଆରି କରାଯାଇଥିଲା ।…

ଦେବଦୂତ ସାଜିଲେ ମହିଳା କନଷ୍ଟେବଳ; ଚଳାନ୍ତ ଟ୍ରେନ୍ ଓ ପ୍ଲାଟଫର୍ମ ମଝିରେ ଅଟକି ଯାଇଥିବା ଯାତ୍ରୀଙ୍କୁ କଲେ ଉଦ୍ଧାର

ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଆରପିଏଫ କନଷ୍ଟେବଳ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଲିଗଡର ରେଳ ଷ୍ଟେସନରୁ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ, ଜଣେ ମହିଳା କନଷ୍ଟେବଳ ନିଜ ଜୀବନକୁ ପଛରେ ପକାଇ ଆଉ ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଛନ୍ତି । ଆଲିଗଡ…

ବିଚ୍ ରାସ୍ତା ଉପରେ ମହିଳା କନେଷ୍ଟବଳଙ୍କ ଦାଦାଗିରି, ଅଟୋ ଡ୍ରାଇଭରଙ୍କ ଉପରେ ବର୍ଷିଲା ଚାପୁଡା ଉପରେ ଚାପୁଡା

ମହାକାଳପଡା: ପୋଲିସ ବାଲାଙ୍କ କାରରେ ଅଟୋ ଘସି ହୋଇଯିବାରୁ କାରର କିଛି ଅଂଶ ସ୍କ୍ରାଚ୍ ହୋଇଗଲା । ଏହି ଘଟଣାକୁ ନେଇ ଜଣେ କନେଷ୍ଟବଳ ବିଚ୍ ରାସ୍ତା ଉପରେ ଜଣେ ଅଟୋ ଡ୍ରାଇଭରକୁ ମାଡ଼ ମାରିବା ଭିଡ଼ିଓ ଭାଇରାଲ ହୋଇଛି । ସୂଚନା ମୁତାବକ ଜଣେ ମହିଳା କନେଷ୍ଟବଳ କାର ଯୋଗେ ଯାଉଥିବା ସମୟରେ ଜମ୍ବୁ…

କର୍ତ୍ତବ୍ୟ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ : ଯୋଗୀଙ୍କ କାର୍ଯ୍ୟକ୍ରମରେ ପିଲାକୁ କୋଳରେ ଧରି ନିଜର ଦାୟିତ୍ୱ ସମ୍ପାଦନ କଲେ…

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥିବା ଏକ କାର୍ଯ୍ୟକ୍ରମରେ ଶହ ଶହ ପୁଲିସ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ରହିଥିଲେ। କିନ୍ତୁ ଶିଶୁପୁତ୍ରକୁ କୋଳରେ ଧରିଥିବା ଜଣେ ମହିଳା କନଷ୍ଟେବଳଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଭିଡ଼କୁ…