Browsing Tag

Woman

ସମ୍ପତ୍ତି ସାମ୍ନାରେ ତୁଚ୍ଛ ହେଲା ସମ୍ପର୍କ, ଗୁପ୍ତଧନ ପାଇଁ ବିବାହିତା ପତ୍ନୀଙ୍କୁ ୫୦ ଦିନ ଯାଏ ଅନାହାରରେ ରଖି…

ଗୁପ୍ତଧନ ପାଇଁ ବିବାହିତା ପତ୍ନୀଙ୍କୁ ଅତ୍ୟାଚାର । ୫୦ ଦିନ ଯାଏ ପୂଜାପାଠ ପାଇଁ ଖୁବ୍ କମ୍ ଖାଇବାକୁ ଦେଉଥିଲେ ସ୍ବାମୀ। ଏଭଳି ଏକ ସମ୍ବେଦନଶୀଳ ଘଟଣାଟି ଘଟିଛି ମହାରାଷ୍ଟ୍ରର ଚନ୍ଦ୍ରପୁରରେ । ସୂଚନା ଅନୁସାରେ, ମହିଳା ଜଣକ ୨୦୧୮ରେ ବିବାହ କରିଥିଲେ । ଜଣେ ଆତ୍ମଘୋଷିତ ଧର୍ମଗୁରୁଙ୍କ କଥାରେ…

ଦରମା ମାଗିବାରୁ ମିଳିଲା ଦଣ୍ଡ, ଯୁବତୀଙ୍କ ଚୁଟି ଧରି ଘୋଷାଡି ପିଟିଲେ ମାଲିକ

ଦରମା ମାଗିବାରୁ ମିଳିଲା ଦଣ୍ଡ । ମହିଳା କର୍ମଚାରୀଙ୍କୁ ବିଚ୍ ରାସ୍ତାରେ ପିଟିଲେ ମାଲିକ । ଏପରିକି ମାଲିକ ଏବଂ ତାଙ୍କର କିଛି ସାଙ୍ଗ ମିଶି ଯୁବତୀଙ୍କ ଚୁଟି ଧରି ଘୋଷାଡି ପିଟିଥିଲେ । ୟୁପିରେ ହୋଇଥିବା ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ସୂଚନା ମୂତାବକ ଯୁବତୀ ଜଣକ ଏକ…

ବାରବୁଲା କୁକୁରଙ୍କୁ ଖାଇବାକୁ ଦେଉଥିଲେ ଏହି ମହିଳା, ଏବେ ଦେବାକୁ ପଡିବ ୩.୫ଲକ୍ଷ ଜରିମାନା

କଥାରେ ରହିଛି ଭୋକିଲା ପଶୁଙ୍କୁ ଖାଇବା ଦେବା ପୂଣ୍ୟର କାମ। ଅନେକ ବ୍ୟକ୍ତିଙ୍କର ଏହି କାମ କରିବାର ସଉକ ମଧ୍ୟ ରହିଥାଏ। କିନ୍ତୁ ଏପରି ଏକ ଅଭ୍ୟାସ ମୁମ୍ବାଇରେ ଜଣେ ମହିଳାଙ୍କୁ ଭାରି ପଡିଛି। ବାରବୁଲା କୁକୁରଙ୍କୁ ଖାଦ୍ୟ ଖୁଆଇବାକୁ ନେଇ ଜଣେ ମହିଳାଙ୍କୁ ୩.୫ ଲକ୍ଷ ଟଙ୍କା ଜରିମାନା ଦେବାକୁ…

ଚଳନ୍ତା କାରରେ ଲାଗିଗଲା ନିଆଁ , ମା’ ସହ ଦୁଇ ଝିଅ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : ରବିବାର ଦିନ ପୂର୍ବ ଦିଲ୍ଲୀର ଅକ୍ଷରାଧାମ ଫ୍ଳାଇଓଭର ଉପରେ ଏକ କାରରେ ନିଆଁ ଲାଗିଯିବା ଫଳରେ ଜଣେ ୩୫ ବର୍ଷିୟା ମହିଳାଙ୍କ ସହିତ ତାଙ୍କର ଦୁଇ ଝିଅ ଜୀବନ୍ତ ଦଗ୍ଧ ହୋଇଥିବା ଖବର ସାମ୍ନାକୁ ଆସିଛି । ଘଟଣାଟି ପାଖାପାଖି ସଂନ୍ଧ୍ୟା ୬ଟା୩୦ ମିନିଟ୍ ଘଟିଥିଲା ଯେତେବେଳେ କାରଟି…