Below header
Browsing Tag

women beating

ସ୍ପା ସେଣ୍ଟର ମାଲିକ ହଠାତ ଆସି ମହିଳାଙ୍କୁ ମାରିଲେ ଚାପୁଡ଼ା , ଅହମ୍ମଦାବାଦର ଏହି ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି

ବର୍ତ୍ତମାନ ଏବେ ପ୍ରାୟତଃ ସୋସିଆଲ ମିଡିଆରେ ଅନେକ ଭାଇରାଲ ଭିଡିଓ ଦେଖିବା ପାଇଁ ମିଳୁଛି । ହେଲେ ଏବେ ଯେଉଁ ଭିଡିଓଟି ଟ୍ଵିଟରରେ ଭାଇରାଲ ହେଉଛି, ତାହାକୁ ଦେଖିଲେ ମାନବିକତା ନାହିଁ ବୋଲି କହିବେ । ତେବେ ଏହି ଭିଡିଓଟିରେ ଜଣେ ଲୋକ କିପରି ଜଣେ ମହିଳକୁ ପିଟୁଛି ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ।…

ବାଲେଶ୍ୱର: ମଜୁରୀ ପ୍ରାପ୍ୟ ନମିଳିବାରୁ ରାଜମିସ୍ତ୍ରୀକୁ ବିଚ ବଜାରରେ ନିସ୍ତୁକ ମାଡ଼ ମାରିଲେ ମହିଳା ଶ୍ରମିକ

ବାଲେଶ୍ୱର(କେନ୍ୟୁଜ୍): ମଜୁରୀ ପ୍ରାପ୍ୟ ନମିଳିବାରୁ ରାଜମିସ୍ତ୍ରୀକୁ ନିସ୍ତୁକ ମାଡ଼ ମାରିଲେ ମହିଳା ଶ୍ରମିକ। ବିଚ ବଜାରରେ ଜୋତାରେ ମାଡ଼ ମାରିବାର ଭିଡ଼ିଓ ଭାଇରାଲ। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଦର୍ଶନ ମହାଳିକଙ୍କ ପାଖରେ କାମ କରୁଥିବା ମହିଳା ଶ୍ରମିକ ଜଣକ ପ୍ରାପ୍ୟ ନପାଇବାରୁ ସେ ମାଡ଼…