Browsing Tag

womens ipl

ଫଟାଫଟ କ୍ରିକେଟରେ ଦମ ଦେଖାଇବେ ମହିଳା: ୨୦୨୩ ମାର୍ଚ୍ଚରେ ଖେଳାଯିବ ପ୍ରଥମ ମହିଳା IPL

କେନ୍ୟୁଜ୍: ଫଟାଫଟ କ୍ରିକେଟରେ ଦମ ଦେଖାଇବେ ମହିଳା । ୨୦୨୩ ମାର୍ଚ୍ଚରେ ଖେଳାଯିବ ପ୍ରଥମ ମହିଳା IPL । ଅଂଶଗ୍ରହଣ କରିବେ ୫ଟି ଟିମ୍‌। ମୋଟ ୨୨ଟି ମ୍ୟାଚ ଖେଳାଯିବ । ପ୍ରତି ଦଳରେ ୫ ବିଦେଶୀ ଖେଳାଳି ରହିପାରିବେ । ଉତ୍ତରାଞ୍ଚଳରୁ ଧର୍ମଶାଳା ଓ ଜମ୍ମୁ, ପଶ୍ଚିମାଞ୍ଚଳରୁ ପୁନେ, ରାଜକୋଟ ମଧ୍ୟରୁ…

ଏଥର ନିଶ୍ଚିତ ଭାବେ ଆୟୋଜିତ ହେବ ମହିଳା ଆଇପିଏଲ୍‌, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦେଲେ ପ୍ରତିଶ୍ରୁତି

ମୁମ୍ବାଇ : ପୁରୁଷଙ୍କ ଭଳି ଖୁବ୍ ଶୀଘ୍ର ଆୟୋଜିତ ହେବ ମହିଳାଙ୍କ ଆଇପିଏଲ୍ । ଏ ସମ୍ପର୍କରେ ଆଜି ସକାଳେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି । ଚଳିତ ବର୍ଷ ପୁରୁଷ ଆଇପିଏଲ୍ କରୋନା ଯୋଗୁଁ ସ୍ଥଗିତ ରହିଛି । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ସେପଟେମ୍ବର ୧୯ରୁ ନଭେମ୍ବର ୮…