Below header
Browsing Tag

worker dies

ଗଞ୍ଜାମ : ଚିନି କଳରେ କାମ କରୁଥିବା ବେଳେ ଛାତ ଉପରୁ ଖସି ପଡ଼ି ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଆସିକା ଚିନିକଳ ପରିସରରେ କାମ କରୁଥିବା ବେଳେ ଜଣେ ଦିନମଜୁରିଆ ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଧୋବା ବେହେରା । ଜଣେ ଠିକାଦାରଙ୍କ ଜରିଆରେ , ଚିନିକଳ ପରିସରରେ ଏକ ଘରର ଛାତ ଉପରେ କାମ କରୁଥିଲେ । କୌଣସି କାରଣରୁ ସେ ଛାତ ଉପରୁ ଖସି ପଡ଼ିଥିଲେ । ଗୁରୁତର…

ସ୍ପଞ୍ଜ କାରଖାନାରେ ଅଘଟଣ: କୋନଭର୍‌ ବେଲ୍ଟରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ବଣାଇ(କେନ୍ୟୁଜ୍): କୋନଭର୍‌ ବେଲ୍ଟରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ । ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ବାର୍ହାମୂଷାର ଏକ ସ୍ପଞ୍ଜ କାରଖାନାରେ ଅଘଟଣ ଘଟିଛି । ମୃତକ ହେଲେ ମଧୁପୁର ଗାଁର ଅଜିତ ମାହାନ୍ତ । ମୃତଦେହ ନେବାକୁ ଆସିଥିବା ଆମ୍ବୁଲାନ୍ସକୁ ଅଟକାଇ ବିକ୍ଷୋଭ କରିଛନ୍ତି ପରିବାର ଲୋକ…

ହକ୍ ମାଗି ମାଗି ଚାଲିଗଲା ଜୀବନ: ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମାହୁତି ପରେ ମୃତ୍ୟୁ

ସମ୍ବଲପୁର: ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମାହୁତି ପରେ ମୃତ୍ୟୁ। ଭୀମସାରରୁ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି। ଗତକାଲି ସକାଳେ ନିଜ ଦେହରେ କିରାସିନି ଢାଳି ଆତ୍ମାହୁତି ଦେଇଥିଲେ ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ର। ଏକାଡେମିକ କାଉନସିଲ୍‌ ବୈଠକ…

ଦୁବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଆଣିବାକୁ ଜିଲ୍ଲା ପ୍ରଶାସନକୁ ଗୁହାରି କଲେ ପରିବାର ଲୋକ

କେନ୍ଦ୍ରାପଡ଼ା: ଦୁବାଇରେ ଓଡ଼ିଆ ଶ୍ରମିକ ମୃତ। ମୃତଦେହ ଆଣିବା ପାଇଁ ଜିଲ୍ଲା ପ୍ରଶାସନକୁ ଗୁହାରି କଲା ପରିବାର। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ବାବାଜୀ ଚନ୍ଦ୍ର ସେଠୀ ମାର୍ଚ୍ଚ ୧୯ ତାରିଖରେ କର୍ମସଂସ୍ଥାନ ପାଇଁ ଦୁବାଇ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀରେ ପାଣିପାଇପ ମିସ୍ତ୍ରୀ…