Browsing Tag

Wrestlers Sexual Abuse

ବ୍ରିଜଭୂଷଣ ଶରଣ ସିଂଙ୍କ ମୁଣ୍ଡରେ ଆଉ ଏକ ଚଡ଼କ! ଯୌନ ଶୋଷଣ ମାମଲାରେ କୋର୍ଟଙ୍କ ସମନ

ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ଅଡ଼ୁଆ କମିବାର ନାଁ ନେଉନାହିଁ। ଏବେ ରାଉଜ୍‌ ଆଭେନ୍ୟୁ କୋର୍ଟ ଯୌନ ନିର୍ଯାତନା ମାମଲାରେ ୬ ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ୱାରା ଦାଖଲ ଚାର୍ଜସିଟ୍‌କୁ ଗ୍ରହଣ କରିଛନ୍ତି। ଏହି ମାମଲାରେ ବିଜେପି ସାଂସଦଙ୍କୁ ହାଜର ହେବାକୁ କୋର୍ଟ କହିଛନ୍ତି।…

ଯୌନ ଉତ୍ପୀଡ଼ନର ଫଟୋ ଏବଂ ଅଡିଓ-ଭିଡିଓ ପ୍ରମାଣ ଜମା କର, ୨ ମହିଳା କୁସ୍ତିଯୋଦ୍ଧାଙ୍କୁ ଦିଲ୍ଲୀ ପୋଲିସର ନୋଟିସ୍‌

ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିବା ଦୁଇ ମହିଳା କୁସ୍ତିଯୋଦ୍ଧାଙ୍କଠାରୁ ଦିଲ୍ଲୀ ପୋଲିସ ପ୍ରମାଣ ମାଗିଛି। ପ୍ରମାଣ ଭାବେ ଘଟଣାର ଅଡିଓ, ଭିଡିଓ ଏବଂ ଫଟୋ ଦାଖଲ କରିବାକୁ ପୋଲିସ କହିଛି। କହି ରଖୁଛୁ…

ସୁପ୍ରମକୋର୍ଟଙ୍କ ନିର୍ଦେଶ ପରେ ଅଭିଯୋଗକାରୀ ୭ ମହିଳା ରେସଲରଙ୍କୁ ସୁରକ୍ଷା ଦେଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ :  ଅଭିଯୋଗ କରିଥିବା ୭ ମହିଳା ରେସଲରଙ୍କୁ ସୁରକ୍ଷା ଦେଲା ଦିଲ୍ଲୀ ପୋଲିସ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ସୁରକ୍ଷା ମିଳିଛି। WFI ମୁଖ୍ୟ ବ୍ରିଜଭୂଷଣ ଶରନ ସିଂଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିବାର ୨ ଦିନ ପରେ ମହିଳା ରେସଲରଙ୍କୁ ସୁରକ୍ଷା ଦେଇଛି।…

ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ବିବାଦ: ମହାସଂଘ ମୁଖ୍ୟ ବ୍ରିଜଭୂଷଣ ସିଂଙ୍କୁ ବିଦା ନକଲେ ଜାରି ରହିବ ଆନ୍ଦୋଳନ

ନୂଆଦିଲ୍ଲୀ : ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ବିବାଦ । ଦିଲ୍ଲୀର ଜନ୍ତରମନ୍ତରଠାରେ ଭାରତର ପ୍ରସିଦ୍ଧ ରେସଲରମାନଙ୍କ ପ୍ରତିବାଦ ଓ ଧାରଣା ତୃତୀୟ ଦିନରେ ଜାରି ରହିଛି। ଭାରତୀୟ କୁସ୍ତି ସଂଘ (WFI) ସଭାପତି ବ୍ରିଜଭୂଷଣ ଶରଣ ସିଂହ ଓ କିଛି କୋଚ୍‌କୁ ବହିଷ୍କାର କରିବା ପାଇଁ କୁସ୍ତି…