Below header
Browsing Tag

you tube

ହ୍ୟାକର୍ସ ପାଇଯାଇଛନ୍ତି ଡାଟା ଖୋଜିବାର ନୂଆ ଉପାୟ, ତେଣୁ ରୁହନ୍ତୁ ସାବଧାନ

ଆପଣ ୟୁଟ୍ୟୁବ୍ ଓ ହ୍ୱାଟ୍ସଆପ୍ ବ୍ଯବହାର କରୁଛନ୍ତି କି ? ତେବେ ଆପଣଙ୍କୁ ବର୍ତ୍ତମାନ ଅଧିକ ସତର୍କ ରହିବାକୁ ପଡିବ। ଆପଣ ଜାଣିଥିବେ ବର୍ତ୍ତମାନ ଅନେକ ଅନଲାଇନ ଠକେଇ ମାମଲା ବଢୁଛି। ପୁଣି ଏବେ ୟୁଟ୍ୟୁବରେ ନୂଆ ମାମଲା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ହ୍ୟାକର୍ସ ପାସୱାର୍ଡ ପାଇଯାଉଛନ୍ତି,…

ଜାଣନ୍ତୁ ୟୁଟ୍ୟୁବ୍ ଭିଡ଼ିଓରେ ସବଟାଇଟଲ୍ ଆଡ୍ କରିବାର ଷ୍ଟେପ୍

ବର୍ତ୍ତମାନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟ୍ୟୁବ୍ ଯୁବପିଢିଙ୍କ ପାଇଁ ନୂଆ ସେନ୍ସସନ୍ ପାଲଟିଛି। ଏହା ବିଶ୍ୱର ସବୁ ସ୍ଥାନରେ ଲୋକଙ୍କୁ ଯୋଡୁଛି କହିଲେ କିଛି ଭୁଲ୍ ହେବ ନାହିଁ। କିନ୍ତୁ ଅନେକ ସମୟରେ ଅନେକ ଲୋକ ଯେହେତୁ ନିଜ ଭାଷାରେ କିଛି କଣ୍ଟେଣ୍ଟ କରିଥାଆନ୍ତି ତାହା ଅନ୍ୟ ରାଜ୍ୟ ଓ ଅନ୍ୟ…

ଏଣିକି ୱେବ ଓ ଟାବଲେଟରେ ବି ଚାଲିବ You Tube ସର୍ଟ୍ସ , ମିଳିବ ଭିଡିଓ ରିମିକ୍ସ ଫିଚର

ସର୍ଟ କ୍ରିଏଟର୍ସ ମାନଙ୍କୁ ଅଧିକ ରୁ ଅଧିକ କ୍ରିଏଟିଭ ଅପସନ ଯୋଗାଇଦେବା ପାଇଁ ୟୁ ଟ୍ୟୁବ କିଛି ନୂଆ ଫିଚର୍ସ ଆଡ କରିବାକୁ ଯାଉଛି । ଗୁଗୁଲ ଅଧିକୃତ ଭିଡିଓ ପ୍ଲାଟ୍ଫର୍ମ ୟୁ ଟ୍ୟୁବ ସର୍ଟ୍ସ ବ୍ୟବହାରକୁ ୱେବ ଓ ଟାବଲେଟ ମାନଙ୍କରେ ବୃଦ୍ଧି କରିବା ପାଇଁ କମ୍ପାନୀ ପକ୍ଷରୁ ଚେଷ୍ଟା ଜାରିରହିଛି ।…

ମାତ୍ର ୪୨ ସେକେଣ୍ଡରେ ୧.୭୫ କୋଟି ଇନକମ କଲେ ୟୁଟ୍ୟୁବର

ବର୍ତ୍ତମାନ ଅନେକ ଲୋକ ଟଙ୍କା କମାଇବା ପାଇଁ ଖାସ କରି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି। ଆପଣ ଜାଣିଥିବେ ଖାସ କରି ବର୍ତ୍ତମାନ ଯୁବଗୋଷ୍ଠୀମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ ମାଧ୍ୟମରେ ନିଜର ଟ୍ୟାଲେଣ୍ଟ ଦେଖାଇ ଅନେକ ଟଙ୍କା ରୋଜଗାର କରୁଛନ୍ତି। ପୁଣି…

ପୁଣି ଅନଲାଇନ୍ ଭରସା: ଆଜିଠୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଆରମ୍ଭ ହେବ ୟୁ ଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ

ଭୁବନେଶ୍ବର(କେନ୍ଯୁଜ୍): ପୁଣି ୟୁ ଟ୍ୟୁବ ଭରସା । ଆଜିଠୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଆରମ୍ଭ ହେବ ୟୁ ଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ । ସୋମବାରଠୁ ଶୁକ୍ରବାର ନିୟମିତ ଭାବେ କ୍ଲାସ ଚାଲିବ। କୋଭିଡ ମହାମାରୀ ଯୋଗୁ ଛାତ୍ରଛାତ୍ରୀଙ୍କୁ କ୍ଲାସରୁମ ପାଠପଢ଼ା ବନ୍ଦ ରହିଛି । ଏଥିପାଇଁ ପୂର୍ବରୁ…

ଆଜିଠୁ ୟୁ-ଟ୍ୟୁବ୍‌ରେ ଶିକ୍ଷାଦାନ, ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ

ଭୁବନେଶ୍ବର : କରୋନା ମହାମାରୀ ଯୋଗୁଁ ବ୍ୟାହତ ହୋଇଛି ୨୦୨୧-୨୨ ଶିକ୍ଷାବର୍ଷର ପାଠପଢ଼ା । ଯାହାକୁ ଦୃଷ୍ଟିରେ ରଖି ଆଜି ଠାରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁ-ଟ୍ୟୁବ୍‌ରେ ଶିକ୍ଷାଦାନ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। କେଉଁ ଦିନ କେଉଁ ବିଷୟର…

ଫେସବୁକ ଓ ଟ୍ବିଟର ପରେ ଟ୍ରମ୍ପଙ୍କ ୟୁଟ୍ଯୁବ ଚ୍ଯାନେଲକୁ ବ୍ଯାନ୍ କଲା ଗୁଗଲ, ଏବେ ଆଉ କିଛି କରିପାରିବେନି ଅପଲୋଡ୍

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୟୁଟ୍ଯୁବ ଆକାଉଣ୍ଟକୁ ବ୍ଲକ କରିଛି ଗୁଗଲ। ଟ୍ରମ୍ପଙ୍କର ଏହା ଅଫିସିଆଲ ଆକାଉଣ୍ଟ। ଗତ କିଛିଦିନ ତଳେ ଟ୍ରମ୍ପଙ୍କ ଫେସବୁକ ଏବଂ ଟ୍ବିଟର ଆକାଉଣ୍ଟକୁ ବ୍ଯାନ୍ ହୋଇଥିଲା। ପରେ ଟ୍ବିଟର ପକ୍ଷରୁ ତାଙ୍କ ଆକାଉଣ୍ଟକୁ ରିଷ୍ଟୋର କରାଯାଇଥିଲା ସତ…