Browsing Tag

youth rescued

ହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକ, ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର (କେନ୍ୟୁଜ):  ସକାଳୁ ସକାଳୁ ଟାଓ୍ଵାର ଉପରେ ଚଢିଗଲେ ଯୁବକ । ଦୁଇ ଘଣ୍ଟା ଉପରେ ରହିଲେ । ପୋଲିସକୁ ନାକେଦମ୍‌ କଲେ ଯୁବକ । ୨ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଭୁବନେଶ୍ୱର ଶିଶୁଭବନ ଛକରେ ଆଜି ସକାଳୁ ଏହି ଘଟଣା ଦେଖିବାକୁ ମିଳିଥିଲା । ହୋର୍ଡିଂ ଉପରେ ଚଢି…

ତିନିଦିନ ଶୀତକାକରରେ ପଡି ପଡି ଘରକୁ ଫେରିଲେ ଯୁବକ

ଉମରକୋଟ(କେନ୍ୟୁଜ) : ଗତ ତିନିଦିନ ଧରି ଗୋଡରେ ବେଡି ହାତରେ କୋଡା ଓ ଦେହରେ ଖଣ୍ଡେ ଗାମୁଛା ପିନ୍ଧି ଏ ଶୀତ କାକରରେ ଜଣେ ଯୁବକଙ୍କୁ ବୁଲୁଥିବାର ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର । ମସ୍ତିଷ୍କ ବିକୃତ ମଣିଷଟିଏ । କେତେବେଳେ କିଛି ଗପୁଛନ୍ତି ତ କେତେବେଳେ ଗୀତ ଗାଉଛନ୍ତି…

୧୫ ଫୁଟ ମାଟି ତଳୁ ଉଦ୍ଧାର ହେଲେ ୪ ଜଣ ଯୁବକ, ନାଳ ଖୋଲୁଥିବା ବେଳେ ଧସିଥିଲା ମାଟି

ସୋରଡ଼ା(କେ ନ୍ୟୁଜ): ନୂଆ ଜୀବନ ପାଇଲେ ୪ ଯୁବକ । ୧୫ ଫୁଟ ମାଟି ତଳୁ ସେମାନଙ୍କୁ ଉଦ୍ଧାର କରାଯାଇଛି। ଗଂଜାମ ଜିଲ୍ଲା ସୋରଡ଼ା ଥାନା ପାଳକାଟୁ ନୂଆଗାଁ ନିକଟରେ ଘଟିଥିଲା ଅଘଟଣ। ଚଡେୟା ନାଳରୁ ନିଜ ବିଲକୁ ପାଣି ନେବା ପାଇଁ ନାଳ ଖୋଲୁଥିବା ବେଳେ ହଠାତ ଦୁଇପଟୁ ମାଟି ଧସିଥିଲା । ଫଳରେ ପଲକାଟୁ ଓ…

ରଖେ ହରି ତ ମାରେ କିଏ, ଦୀର୍ଘ ୨୦ କିମି ଗଭୀର ନଦୀରେ ଭାସିବା ପରେ ଉଦ୍ଧାର ହେଲା ନାବାଳକ

ଯାଜପୁର(କେନ୍ୟୁଜ): କଥାରେ ଅଛି ରଖେ ହରି ତ ମାରେ କିଏ। ବ୍ରାହ୍ମଣୀ ନଦୀରେ ବନ୍ୟାଜଳରେ ଭାସି ଆସୁଥିବା ନାବାଳକ ଜୀବିତ ଅବସ୍ଥାରେ ଉଦ୍ଧାର। ଉଦ୍ଧାର କଲେ ଯାଜପୁର ଜିଲ୍ଲା ଜେନାପୁର ଥାନା ଏଣ୍ଡଳବା ଅଞ୍ଚଳର ନାଉରିଆ ଓ ସ୍ଥାନୀୟ ଲୋକେ। ଗଭୀର ନଦୀରେ ଦୀର୍ଘ ୨୦ କିଲୋମିଟରର ଜଳଯାତ୍ରା କରିବା ପରେ…