Below header
Browsing Tag

yoyo honey singh

ଜିମ୍‌ରେ ଝାଳ ବୁହାଇ ବୁହାଇ ପୁଣିଥରେ ଆଗ ଭଳି ଫିଟ୍‌ ହୋଇଗଲେ ୟୋ ୟୋ ହନି ସିଂହ, ସେୟାର କଲେ ଲାଟେଷ୍ଟ ଫଟୋ

ସିଙ୍ଗର ତଥା ରାପର ୟୋ ୟୋ ହନି ସିଂହଙ୍କ କ୍ରେଜ୍‌ ଏବେ ବି ବଜାୟ ରହିଛି। ଭାରତୀୟ ରାପରଙ୍କ ତାଲିକାରେ ହନି ସିଂହ ଟପ୍‌ ୫ ଜଣଙ୍କ ମଧ୍ୟରୁ ଜଣେ। କିନ୍ତୁ ଗତ କିଛି ଦିନ ହେଲାଣି ହନି ସିଂହ ନିଜ ଗୀତ ଯୋଗୁ ଯେତିକି ଚର୍ଚ୍ଚାରେ ନଥିଲେ, ତା’ଠୁ ଅଧିକ ଚର୍ଚ୍ଚାରେ ଥିଲେ ବ୍ୟକ୍ତିଗତ ଜୀବନ ଯୋଗୁ।…

ଲକ ଡାଉନ ସମୟରେ ନିଜକୁ ଏମିତି ଫିଟ ରଖିଛନ୍ତି ପପ ଷ୍ଟାର ୟୋ ୟୋ ହନି ସିଂହ, ଫଟୋ ଦେଖି ଫ୍ୟାନ୍ସ ଦେଲେ ଏମିତି…

କରୋନାଭାଇରସ କାରଣରୁ ଭାରତରେ ଆସନ୍ତା ମେ 3 ତାରିଖ ପର୍ଯ୍ୟନ୍ତ ଲକ ଡାଉନ ବା ତାଲା ବନ୍ଦ ପରିସ୍ଥିତି ଜାରି କରାଯାଇଛି । ଏପରି ସମୟରେ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଘରେ ହିଁ ରହିବାକୁ ପଡୁଛି । ଏହି ସମୟ ଭିତରେ ଏମାନେ ସମୟ ଅତିବାହିତ କରିବାର…