Browsing Tag

zimbawe

ଜିମ୍ବାୱେର ଭୟଙ୍କର ସଡ଼କ ଦୁର୍ଘଟଣା, ଟାକ୍ସି ଏବଂ ଟ୍ରକ ଧକ୍କାରେ ୨୨ ଲୋକ ମୃତ

ଜିମ୍ବାୱେରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ଟ୍ରକ ଏବଂ ମିନିବସ୍‌ ପରସ୍ପର ସହିତ ଧକ୍କା ହେବା ଯୋଗୁଁ ଫଳରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି…

ଜୀବିତ ଅଛନ୍ତି ହିଥ୍‌ ଷ୍ଟ୍ରିକ, ନିଧନ ଖବର ଗୁଜବ ବୋଲି ଟ୍ଵିଟ୍‌ କଲେ ସାଥି ହେନେରୀ ଓଲାଙ୍ଗା

ଜିମ୍ବାୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ । ଷ୍ଟ୍ରିକ୍‌ ଜୀବିତ ଅଛନ୍ତି । ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ ନେଇ ତାଙ୍କ ସାଙ୍ଗ ହେନେରୀ ଓଲାଙ୍ଗା କହିଛନ୍ତି । ଦୀର୍ଘ ଦିନରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ । ଷ୍ଟ୍ରିକଙ୍କୁ…

ଜିମ୍ବାୱେର ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର ହିଥ୍ ଷ୍ଟ୍ରିକଙ୍କ ପରଲୋକ, ଦୀର୍ଘଦିନରୁ କ୍ୟାନସରରେ ଥିଲେ ପୀଡିତ

ଜିମ୍ବାୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ । ଷ୍ଟ୍ରିକଙ୍କୁ କୋଲନ ଏବଂ ଲିଭର କ୍ୟାନସର ରହିଥିଲା । ତାଙ୍କ ଚିକିତ୍ସା ସାଉଥ…

ଜୀବନ ସହିତ ସଂଘର୍ଷ କରୁଛନ୍ତି ଷ୍ଟାର ଅଲରାଉଣ୍ଡର ହେଥ ଷ୍ଟ୍ରିକ, ୧୨ ବର୍ଷର ଇଣ୍ଟରନ୍ୟାସନାଲ କ୍ୟାରିଅର ଶେଷ କରିଦେଲା…

ଆଇପିଏଲ୍‌ ଯୋଗୁଁ ସମସ୍ତ କ୍ରିକେଟ ଫ୍ୟାନ୍ସ ଉତ୍ସାହିତ ରହିଥିବା ବେଳେ ଆଉ କ୍ରିକେଟ ଫ୍ୟାନ୍ସ ପାଇଁ ନିରାଶଜନକ ଖବର । ଜିମ୍ବାୱେର ପୂର୍ବତନ ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ହେଥ ଷ୍ଟ୍ରିକ ଜୀବନ ସହିତ ସଂଘର୍ଷ କରୁଛନ୍ତି । କ୍ୟାନସର ଭଳି ରୋଗ ସହିତ ଲଢୁଛନ୍ତି ହେଥ ଷ୍ଟ୍ରିକ । କ୍ୟାନସରର ଶେଷ…

ମୁହଁରୁ ଖାଇବା ଛଡାଇବା ଭଳି ଜିମ୍ବାୱେ ଠାରୁ ବିଜୟ ଛଡାଇ ଆଣିଲା ବାଂଲାଦେଶ, ନୋ ବଲ୍‌ର ଫାଇଦା ଉଠାଇପାରିଲାନି ଜିମ୍ବାୱେ

ଆଜିର ଜିମ୍ବାୱେ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ସୁପର ୧୨ ମ୍ୟାଚରେ ରୋମାଞ୍ଚକର ଖେଳ ଦେଖିବାକୁ ମିଳିଛି। ଶେଷ ପର୍ଯ୍ୟନ୍ତ ବାଂଲାଦେଶ ସହ ଲଢ଼ି ମାତ୍ର ୩ ରନରେ ପରାସ୍ତ ହୋଇଛି ଜିମ୍ବାୱେ। ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୫୦ ରନ୍ କରିଥିଲା ବାଂଲାଦେଶ।…

ଭାରତ- ଜିମ୍ବାୱେ ଦ୍ୱିତୀୟ ଦିନିକିଆ, ୫ ଓ୍ଵିକେଟରେ ମ୍ୟାଚ୍‌ ଜିତିବା ସହିତ ସିରିଜ ହାତେଇଲା ଟିମ୍‌ ଇଣ୍ଡିଆ

ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଆଜି ଖେଳାଯାଉଥିବା ଦ୍ୱିତୀୟ ଦିନିକିଆକୁ ୫ ଓ୍ଵିକେଟ ଜିତିନେଇଛି ଟିମ୍‌ ଇଣ୍ଡିଆ। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୬୧ ରନ କରିବାକୁ ସକ୍ଷମ ହୋଇଥିଲା ଘରୋଇ ଦଳ ଜିମ୍ବାୱେ । ଯାହାର ଉତ୍ତରରେ ଟିମ୍‌ ଇଣ୍ଡିଆ ୨୫ ଓଭରରେ ମାତ୍ର ୫ ଓ୍ଵିକେଟ ହରାଇ…

ଭାରତ-ଜିମ୍ବାୱେ ଦ୍ୱିତୀୟ ଦିନିକିଆ, ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଭାରତ-ଜିମ୍ବାୱେ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ଦିନିକିଆ ଆଜି ଖେଳାଯିବ। ଆଜିର ମ୍ୟାଚ୍ ଜିତି ସିରିଜ କବ୍ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚକୁ ୧୦ ଓ୍ଵିକେଟରେ ଜିତିନେଇଥିଲା ଟିମ୍‌ ଇଣ୍ଡିଆ । କେଏଲ ରାହୁଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦ୍ୱିତୀୟ ମ୍ୟାଚ ଜିତିବାକୁ…

ଜିମ୍ବାୱେର ପୂର୍ବତନ ରାଷ୍ଟ୍ରପତି ରବର୍ଟ ମୁଗାବେଙ୍କ ପରଲୋକ

ଜିମ୍ବାୱେର ପୂର୍ବତନ ରାଷ୍ଟ୍ରପତି ରବର୍ଟ ମୁଗାବେଙ୍କ ନିଧନ ହୋଇଛି। ୯୫ ବର୍ଷୀୟ ରବର୍ଟ ସିଙ୍ଗାପୁରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଗତ କିଛିଦିନ ହେଲାଣି ରୋଗରେ ପୀଡିତ ଥିଲେ। ମୁଗାବେ ୧୯୮୦ରୁ ୮୭ ପର୍ଯ୍ୟନ୍ତ ଜିମ୍ବାୱେର ପ୍ରଧାନମନ୍ତ୍ରୀ ଏବଂ ୧୯୮୭ରୁ ୨୦୧୭ ପର୍ଯ୍ୟନ୍ତ…