ଶସ୍ତାରେ କିଣନ୍ତୁ Infinixର ୩୨ ଇଞ୍ଚ ବେଷ୍ଟ ସ୍ମାର୍ଟ ଏଲଇଡ଼ି ଟିଭି, ସୁଲଭ ମୂଲ୍ୟ ସହିତ ରହିଛି ଦମଦାର କ୍ୱାଲିଟି

ସ୍ମାର୍ଟ ଏଲଇଡ଼ି ଟିଭି ତ ଏବେ ସମସ୍ତଙ୍କ ପସନ୍ଦ। ଆଜିକାଲି ସମୟରେ ସ୍ମାର୍ଟ ଟିଭିକୁ କିଣିବାକୁ ବେଶି ଇଚ୍ଛା କରାଯାଉଛି। କାରଣ ଏହାର ଫିଚର୍ସ ରେ ଲୋକ ମାନେ ଅଧିକ ସୁବିଧା ପାଉଛନ୍ତି। ତେବେ ସବୁ ସ୍ମାର୍ଟ ଏଲଇଡ଼ି ଟିଭି ର ଦାମ ଅଲଗା ଅଲଗା ରହିଥାଏ। ଅନେକ ଥର ଏହାକୁ କିଣିବା କିଛି ଲୋକଙ୍କ ବଜେଟ ବାହାରକୁ ଚାଲିଯାଏ। ଇଚ୍ଛା ଥାଇ ମଧ୍ୟ ଏହାକୁ କିଣିବା ସମ୍ଭବ ହୋଇପାରେ ନାହିଁ। ଯଦି ଆପଣଙ୍କ ସହ ବି ଏମିତି କିଛି ହେଉଛି ତେବେ ଆମେ ଏକ ଖୁସି ଖବର ନେଇଆସିଛୁ ଖାସ ଆପଣଙ୍କ ପାଇଁ.. ଏବେ ଏହି ସ୍ମାର୍ଟ ଟିଭିକ ୁ ଆପଣ ଖୁବ କମ ଦାମରେ କିଣିପାରିବେ।

ମାର୍କେଟକୁ ଆସିଲା ୩୨ ଇଞ୍ଚର ଶସ୍ତା ଏଲଇଡ଼ି ସ୍ମାର୍ଟ ଟିଭି। ଯାହାକି ଆସୁ ଆସୁ ପପୁଲାର ହୋଇସାରିଛି। ଏହା ପଛରେ କାରଣ ମଧ୍ୟ ରହିଛି। ସୁଲଭ ମୂଲ୍ୟରେ ଦମଦାର କ୍ୱାଲିଟି ଥିବା କାରଣରୁ ଲୋକେ ଏହାକୁ ଖୁବ ପସନ୍ଦ କରୁଛନ୍ତି। ତେବେ ଏହାର ଦାମ ମଧ୍ୟ ଥରେ ଥରେ ବଜେଟ ବାହାରକୁ ଚାଲିଯାଏ। ତେଣୁ ସୁଯୋଗ ର ହାତ ଛଡ଼ା ନକରି ଶୀଘ୍ର ଏହାକୁ କିଣିଆଣନ୍ତୁ। ୩୨ ଇଞ୍ଚର ଏହି ସ୍ମାର୍ଟ ଏଲଇଡ଼ିରେ ଆପଣ ସବୁ ସୁବିଧା ପାଇପାରିବେ।

ଆମେ ଯେଉଁ ସ୍ମା ର୍ଟ ଟିଭିର କଥା କହୁଛୁ ତାହା ହେଉଛି Infinix Y1 80cm 32 inch HD Ready LED Smart Linux TV with Wall Mount। ଏଥିରେ ଏକ ରୁ ବଢ଼ି ଏକ ଜବରଦସ୍ତ ଫିଚର୍ସ ଆଡ୍‌ କରାଯାଇଛି। ଆପଣ ଜାଣିଲେ ଖୁସି ହୋଇଯିବେ। ତେ ଣୁ ସେଥିପାଇଁ ଏହା ଏବେ ଠୁପପୁଲାର ହୋଇଗଲାଣି। ୩୨ ଇଞ୍ଚ ହୋଇଥିବା କାରଣରୁ ଏହାକୁ ଅଧିକ ପସନ୍ଦ କରାଯାଉଛି । ଏହାର ଦାମ ଜାଣିଲେ ଆପଣ ନିହାତି ଚାହିଁବେ ଏହାକୁ କିଣିବାକୁ.. ଏହାକୁ ଆପଣ ସିଧା ମାର୍କେଟରୁ ମଧ୍ୟ କିଣିପାରିବେ। ଆପଣ ଏଭଳି କ୍ୟାଟେ ଗୋରୀ ଥିବା ଅନ୍ୟ ିସ୍ମାର୍ଟ ଟିଭିକୁ ମଧ୍ୟ କମ ଦାମରେ କିଣିପାରିବେ।

ଯଦି ଏହାର ଦାମ କୁ ଧ୍ୟାନ ଦେବା ତେବେ ଏହାକୁ ଆପଣ ମାତ୍ର ୮,୯୯୯ ଟଙ୍କାରେ କିଣିପାରିବେ। ଏହା ସବୁଠୁ ଶସ୍ତା ଟିଭି ଯାହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ ଏବେ ରେସ୍‌ ଲାଗିଛି। ଏହା ଏକ ବଡ଼ କାରଣ ଲୋକ ଏହାକୁ ପସନ୍ଦ କରୁଛନ୍ତି। ଏବେ ଜାଣନ୍ତୁ ଏହାର ଫିଚର୍ସ.. ଏହି ସ୍ମାର୍ଟ ଟିଭିରେ ଗ୍ରାହକ ଙ୍କୁ 20W Box Speakers ଅଡ଼ିଓ ସପୋର୍ଟ ମିଳିଥାଏ ଏହି ସ୍ମାର୍ଟ ଟିଭିରେ ବେଜଲ ଲେସ୍‌ ଡିଜାଇନ ଦିଆଯାଇଛି। ଏହାସହ ଏଥିରେ Quad Core Processor ଅଫର ମଧ୍ୟ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.