Below header

ଜବରଦସ୍ତ ପିଚର୍ସ ସହ ହାଇ କ୍ଲିନିଙ୍ଗ ଓ ହାଇ ଟେକ୍ନୋଲୋଜିର ଇଲେକ୍ଟ୍ରିକ ଟୁଥବ୍ରଶ

ଆପଣ ସକାଳୁ ଉଠିଲେ ଖୋଜନ୍ତି ବ୍ରସ । ଆଉ ବ୍ରସ ନକରିଥିଲେ ଯେମିତି ନିଦ ନଛାଡିଥିବା ଭଳି ଲାଗେ । ଦତେଣୁ ବ୍ରସ ଦିନ ଯାକର ଫ୍ରେସନେସକୁ ଆଣିଥାଏ । ମାର୍କେଟରେ କେତେ ପ୍ରକାରର ବ୍ରସ ରହୁଛି । ହେଲେ ଏବେ ମାର୍କେଟରେ ମିଳିଲାଣି ଇଲେକ୍ଟ୍ରିକ ବ୍ରସ । ଏହି ଭଳି ଭାବେ ହାଇଜେନିକ ମେଣ୍ଟେନ ପାଇଁ ଇଲେକ୍ଟ୍ରିକ ଟୁଥବ୍ରସ ମାର୍କେଟରେ ଆସିଗଲାଣି । ଏହାକୁ ବ୍ୟବହାର କରିଗବା ଦ୍ୱାରା ଏହାର ବ୍ରିସେଲ ଭାଇବ୍ରେଟ ହୋଇଥାଏ । ଯାହାଫଳରେ ଆପଣଙ୍କ ଦାନ୍ତ ସଫା କରିବାର ସାହାଯ୍ୟ ହୋଇଥାଏ । କିନ୍ତୁ ବଡକଥା ଏଇଆ ୟେ ଏହାଦ୍ୱାରା ଆପଣଙ୍କ ଦାନ୍ତ ଖାଲି ସଫା ହୁଏନି ବରଂ ଜିଭ ସଫା ବି ହୁଏ ଆଉ ଦାନ୍ତ ମାଢି ବି ମସାଜ ହୋଇଥାଏ । ବ୍ୟାଟେରୀରେ ଚାଲୁଥିବା ଏହି ଟୁଥବ୍ରସ ୟୁଜର୍ସଙ୍କ ମଧ୍ୟରେ କାପି ଡିମାଣ୍ଡ ରହିଥାଏ । ଯଦି ଆପଣ ବି ଚାହୁଁଛନ୍ତି ଇଲେକ୍ଟ୍ରିକ ଟୁଥବ୍ରସ ବ୍ୟବହାର କରିବାକୁ ତେବେ ଜାଣନ୍ତୁ ଏହାର ଲାଭ ଓ ଫିଚର୍ସ ସମ୍ପର୍କରେ ।

ପ୍ରଥମତ ଯଦି ଆମେ ହେଲ୍ଥସେନ୍ସ ଇଲେକ୍ଟ୍ରିକ ଟୁଥବ୍ରୃସ କଥା କହିବୁ ତେବେ ଏହା ଆଇ ପି ଇଣ୍ଟୁ ସେଭେନ ରେଟିଙ୍ଗ ସହ ମାର୍କେଟରେ ଉପଲବ୍ଧ । ଯାହା ଏହାକୁ ୱାଟର ରେଜିଷ୍ଟାନ୍ସ ବନାଏ । ଏହି ବ୍ରସ ଏକ ମିନିଟରେ ୩୮,୫୦୦ ଷ୍ଟ୍ରୋକ ଦେଇଥାଏ । ଏହି ପର୍ଫରମାନ୍ସ ସାହାଯ୍ୟରେ ଆଫଣ ନିଜ ଦାନ୍ତକୁ ଭଲଭାବେ ସଫା କରିପାରିବେ । ଏଥିରେ କ୍ଲିନ ହେବା , ସଫା ରହିବା ଓ ମସାଜ କରିବା ଓ ପଲିସ ଭଳି ଅନେକ ପ୍ରକାର ମୋଡ ଦିଆୟାଇଚି । ଏହାର ବ୍ୟାବହାର ଆପଣ ଆପଣହ୍କ ସୁବିଧା ଅନୁସାରେ କରିପାରିବେ । ଏହାର ବ୍ୟାଟେରୀ ପରଫରମ୍‌ାନ୍ସ ବି ଜବରଦସ୍ତ ରହିଛି ।

କୋଲଗେଟର ଇଲେକ୍ଟ୍ରିକ ଟୁଥବର୍ସ ଷ୍ଟାଇଲିସ ଡିଜାଇନ ସହ ମାର୍କେଟକୁ ଆସୁଛି । ଏହା ଏକ ହାଲକା ବ୍ରସ ଅଟେ । ଏବଂ ଡେଲି ୟୁଜ ପାଇଁ ପରଫେକ୍ଟ ଅଟେ । ଏହାର ବ୍ୟାଟେରୀ ଗୋଟେ ଥର ଚାର୍ଜ କରିବା ପରେ ୪ଘଣ୍ଟା ବ୍ୟବହାର କରିପାରିବେ ଆପଣ । ଯାହା ପୁରା ୨୦ଦିନ ଯାଏଁ ଚାଲିପାରିବ । ଏହା ମଦ୍ୟ ୱାଟର ରେଜିଷ୍ଟାନ୍ସ ଅଟେ । ଧୁଳିରୁ ରକ୍ଷା କରିବାକୁ ଏହି ବ୍ରସ ଆଣ୍ଟି ଡଷ୍ଟ ବ୍ରିସଲ କ୍ୟାପ ସହ ଉପଲବ୍ଧ । ଏହି ବ୍ରସ ୨୦୦୦୦ଷ୍ଟ୍ରୋକ ସହ ପ୍ରିତିମିନିଟ ସାଙ୍ଗରେ ବ୍ୟାକ୍ଟେରିଆ ବଢିବାକୁ ରୋକିଥାଏ ।

କେୟାରସ୍ମିଥ ସ୍ପାର୍କ ରିଚାର୍ଜେବଲ ଇଲେକ୍ଟ୍ରିକ ଟୁଥବ୍ରସ । ଏହା ଅତ୍ୟନ୍ତ ଜବରଦସ୍ତ ବ୍ରସ ଅଟେ । କାରଣ ଏହା କ୍ଲିନିଙ୍ଗର ବେଷ୍ଟ ରିଜଲ୍ଟ ଦେଇଥାଏ । ଏହି ବ୍ରସରେ ଗମ କେୟାର,ସେନ୍ସିଟିଭ କେୟାର, ଡିଫରେଣ୍ଟ କ୍ଲିନିଙ୍ଗ, ଇଣ୍ଟେନସିଟି ଭଳି ଛଅଟି ମୋଡ ଦିଆଯାଇଛି । ଏହା ସାହାଯ୍ୟରେ ଦାନ୍ତକୁ ଆପଣ ଅତି ଭଳଭାବରେ କରିପାରିବେ । ଏଥିରେ ବ୍ୟବହାରକାରୀଙ୍କୁ ଏହାର ଟେକନିକ ପାଇଁ ୪୦,୦୦୦ମାଇକ୍ରୋ ବ୍ରସ ପ୍ରତି ମିନିଟର ରେଟ ମିଳିଥାଏ ।

ଓରାଲ ବି ଇଲେକ୍ଟ୍ରିକ ଟୁଥବ୍ରସ । ଏହା ହାଇଜିନ ପ୍ରୋଟେକ୍ଟ ସେଗମେଣ୍ଟର ଏକ ବଡ ନାମ ଅଟେ । ଏହାର ଡିଜାଇନ ଓ ଡ୍ୟୁରେବିଲିଟି ୟୁଜର୍ସଙ୍କୁ ଆକର୍ଷିତ କରେ । ଏହା ୩୬୦ ଡିଗ୍ରୀ କ୍ଲିନିଙ୍ଗ ଦେଇଥାଏ । ଏହାର ବିଲ୍ଟ ଇନ ଟୁଡି ଟେକନିକ ୮,୦୦୦ ପ୍ରତି ମିନିଟର ପରଫରମାନ୍ସ ଦେଇଥାଏ । ଏହି ବ୍ରସର ବ୍ୟାଟେରୀ ଏକ ସପ୍ତାହ ଯାଏଁ ଚାଲିପାରିବ ।

ସେହିପରି ଆଗାରୋ କସମିକ ପ୍ଲସ ସୋନିକ ଟୁଥବର୍ସ ୪୦,୦୦୦ ଷ୍ଟ୍ରୋକ ପ୍ରତି ମନିଟ ସହ ଆପଣଙ୍କ ଦାନ୍ତ ସହ ମାଢିକୁ ବି ସଫା କରିଥାଏ । ଏହି ବ୍ରସ ୫ଟି ମୋଡରେ କ୍ଲିନିଙ୍ଗ, ହ୍ଵାଇଟିନିଙ୍ଗ, ପଲିସିଙ୍‌, ମସାଜ ଓ ସେନସିଟିଭିଟି ସହ ଉପଲବ୍ଧ । ମ୍ୟାନୁଆଲ ବ୍ରସ ତୁଳନାରେ ଏହି ବ୍ରସ ଅଧିକ ଭଲଭାବରେ କାମରେ ଆସିଥାଏ । ଏହାର ଆଇ ପି ରେଟିଙ୍ଗ ଆଇପି ଇଣ୍ଟୁ ସେଭେନ ରେଟିଙ୍ଗ ସହ ଆସୁଛି । ତେଣୁ ୟୁଜର୍ସଙ୍କୁ ପାଣିର ବିପଦ ବି ନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.