Below header

ବଢ଼ିଆ ଅଫର : ୨୦୦ ଟଙ୍କାର ଫାସଟାଗ ରିଚାର୍ଜ କଲେ ମିଳିବ ୨୫୦ ଟଙ୍କା, ୨୪ ଘଣ୍ଟା ପାଇଁ ମିଳୁଛି ଧମାକେଦାର ଅଫର

Toll Plazaରେ ଲୋକଙ୍କୁ ହେଉଥିବା ବିଳମ୍ବକୁ ଦେଖି ଭାରତ ସରକାର ଫାସଟାଗକୁ ଅନିବାର୍ଯ୍ୟ କରିଦେଇଥିଲେ। ଯଦି ଆପଣଙ୍କ ଗାଡିରେ ଫାସଟାଗ ଲାଗିଥାଏ ତାହେଲେ ଆପଣଙ୍କୁ ଆଉ ଟୋଲ ପ୍ଲାଜାରେ ଲମ୍ବା ସମୟ ଧରି ଅପେକ୍ଷା କରିବାକୁ ପଡିବନାହିଁ। ତେବେ ଏଥିପାଇଁ କିନ୍ତୁ ଫାସଟାଗକୁ ସମୟ ସମୟରେ ରିଚାର୍ଜ କରିବାକୁ ପଡିଥାଏ। ଆପଣ ଯଦି Fastagକୁ ରିଚାର୍ଜ କରୁଛନ୍ତି ତାହେଲେ Paytm ରୁ କରନ୍ତୁ, କାହିଁକିନା ଆପ୍‌ ଏଥିରେ ଅନେକ କ୍ୟାସବ୍ୟାକ୍‌ ଅଫର କରୁଛି। ପେଟିଏର ଏହି ଅଫରକୁ ଦେଖି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏହି ଭିଡିଓ। ଆଜି ଆମେ ଆପଣଙ୍କୁ ପେଟିଏମର ଏକ ଏମିତି ଅଫର ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣଙ୍କୁ କେବଳ ଲାଭ ହିଁ ଲାଭ ମିଳିବ।

ତେବେ ଦର୍ଶକବନ୍ଧୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପେଟିଏମରେ ଏହି ଅଫର ସମସ୍ତଙ୍କୁ ମିଳୁନାହିଁ। ଏହି ଅଫର ପାଇଁ ଆପଣଙ୍କୁ କିଛି ସହଜ ଟିପ୍ସ ଫଲୋ କରିବାକୁ ହେବ। ସର୍ବପ୍ରଥମେ ଆପଣ Paytm App କୁ ଓପନ କରନ୍ତୁ ଏବଂ ତାପରେ Fastag Recharge Optionକୁ ଯାଆନ୍ତୁ। ଏଠାରେ ଯିବାକୁ ପରେ ଆପଣଙ୍କ ସାମ୍ନାରେ ବ୍ୟାଙ୍କର ଲିଷ୍ଟ ଆସିଯିବ। ଆପଣଙ୍କୁ ବ୍ୟାଙ୍କ ଲିଷ୍ଟର ଚୟନ କରିବା ସମୟରେ ବହୁତ ସାବଧାନତାର ସହ ରହିବା ଆବଶ୍ୟକ। କାରଣ ଏଥିରେ ସାମାନ୍ୟ ଭୁଲ କରିବାର ଅର୍ଥ ରିଚାର୍ଜ ଭୁଲ ହୋଇଯିବା।

ଶେଷରେ ଆପଣଙ୍କୁ ଗାଡିର ନମ୍ବର ଏଣ୍ଟର କରିବାକୁ ହେବ। ଗାଡିର ନମ୍ବର ଏଣ୍ଟର କରିବା ସମୟରେ ମଧ୍ୟ ଭଲଭାବେ ଧ୍ୟାନ ଦିଅନ୍ତୁ। ଯେତେବେଳେ ଆପଣଙ୍କ ସାମ୍ନାରେ Payment ଅପ୍ସନ ଦେଖାଯିବ ସେତେବେଳେ ଆପଣଙ୍କୁ Quick Payment ଏବଂ Cashback ଦୁଇଟି ଅଫର ନଜର ଆସିବ। ଯଦି ଆପଣଙ୍କ ନମ୍ବରରେ ୫୦ ଟଙ୍କା କ୍ୟାସବ୍ୟାକ୍‌ ଅଫର ଲାଗୁ ହେବ ତାହେଲେ ବହୁତ ସହଜରେ ଆପଣଙ୍କୁ ୫୦ ଟଙ୍କାର କ୍ୟାସବ୍ୟାକ୍‌ ମିଳିଯିବ।

ଯଦି ଆପଣ ୨୦୦ ଟଙ୍କାର Fastag Recharge କରୁଛନ୍ତି ତାହେଲେ ଏହାଉପରେ ମଧ୍ୟ ଆପଣଙ୍କୁ ୫୦ ଟଙ୍କାର କ୍ୟାସବ୍ୟାକ୍‌ ମିଳିପାରେ। Fastag Recharge କରିବା ସମୟରେ ଆପଣଙ୍କୁ ସବୁଠୁ ଅଧିକ ଧ୍ୟାନ ଡିଟେଲ୍ସ ଉପରେ ରଖିବାକୁ ହୋଇଥାଏ। ଡିଟେଲ୍ସ ଭୁଲ ଏଣ୍ଟର କରିବାର ଅର୍ଥ ଆପଣଙ୍କର ରିଚାର୍ଜ ମଧ୍ୟ ଭୁଲ ହୋଇପାରେ। ଏହାସହିତ ଆପଣଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ମଧ୍ୟ କଟିଯିବ। ଏଥିପାଇଁ ବହୁତ ଜରୁରୀ ଯେ ଆପଣ ସାବଧାନତା ଅବଲମ୍ବନ କରନ୍ତୁ। ଏହାସହିତ Paytmରେ Fastag Recharge କରିବା କ୍ଷଣି ହିଁ କିଛି ସେକେଣ୍ଡରେ ଟଙ୍କା ଫାସଟାଗ ଆକାଉଣ୍ଟକୁ ଆସିଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.