ଫ୍ଲିପକାର୍ଟର ସ୍ମାର୍ଟ ସେଲ୍‌, ମାତ୍ର ୫୦୦ ଟଙ୍କାରେ ଘରକୁ ଆଣନ୍ତୁ ୩୨ ଇଞ୍ଚର ସ୍ମାର୍ଟ ଟିଭି

ଫ୍ଲିପକାର୍ଟରେ ଆରମ୍ଭ ହୋଇଛି ଇଲେକଟ୍ରୋନିକ ସେଲ। ସେଲର ଟାଇଟେଲ ଦିଆଯାଇଛି India ka mobile superstore। ଏହି ସେଲରେ ଗ୍ରାହକ ନିଜ ମନ ପସନ୍ଦର ସ୍ମାର୍ଟଟିଭିକୁ ବେଷ୍ଟ ଡିଲରେ ପାଇପାରିବେ।

Flipkart Electronics sale ଆରମ୍ଭ ହୋଇଛି । ଯେଉଁଥିରେ ଇଲେକଟ୍ରୋନିକ ପ୍ରଡକ୍ଟ ଉପରେ ଭାରି ଛାଡ ମିଳୁଛି। ମେ 24 ତାରିଖରୁ ଏହି ଅଫର ଆରମ୍ଭ ହୋଇଛି। ଯେଉଁଥିରୁ ଆପଣ ନିଜ ଆବଶ୍ୟକ ଜିନିଷ ଖୁବ କମ ଦାମରେ କିଣିପାରିବେ। ଯଦି ଆପଣ ନୂଆ ସ୍ମାର୍ଟଟିଭି ସେ ବି କମ ଦାମରେ କିଣିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ସୁଯୋଗର ଫାଇଦା ଉଠାଇପାରିବେ। ଫ୍ଲିପକାର୍ଟର ଏବେ ଏହି ସେଲ ରେ ଆପଣ ଶସ୍ତା ଦାମରେ କେବଳ ସ୍ମାର୍ଟ ଫୋନ ନୁହେଁ ବରଂ ସ୍ମାର୍ଟ ଟିଭିକୁ ମଧ୍ୟ ଶସ୍ତା ଦାମରେ କିଣିପାରିବେ। ଏବେ ଏହି ସେଲରେ ଆପଣଙ୍କୁ 32inch ସ୍ମାର୍ଟ ଟିଭି ଉପରେ ବଢ଼ିଆ ଡିଲ୍ସ ମିଳିବ। Kodak ର 32inch ସ୍ମାର୍ଟ ଟିଭିକୁ ଆପଣ ମାତ୍ର ୫୦୦ ଟଙ୍କା ଦେଇ କିଣିପାରିବେ। ଏବେ ଜାଣନ୍ତୁ କିପରି?

Kodak 7XPRO series 32 inch ସ୍ମାର୍ଟ ଟିଭିର ଲଞ୍ଚିଂ ପ୍ରାଇଜ ୧୮,୪୯୯ ଟଙ୍କା ରହିଛି। କିନ୍ତୁ ଫ୍ଲିପକାର୍ଟରେ ୧୧,୪୯୯ ଟଙ୍କାରେ ଆପଣ ଏହାକୁ କିଣିପାରିବେ। ଟିଭିରେ ଆପଣ ପୁରା ୩୭% ପର୍ଯ୍ୟନ୍ତ ଡିସକାଉଣ୍ଟ ପାଇବେ। ଏଥିରେ ଆପଣ ଏକ୍ସଚେଞ୍ଜ ଅଫର ମଧ୍ୟ ପାଇବେ। ଯାହାଦ୍ୱାରା ଏହି ଟିଭିର ଦାମ ହଜାର ଟଙ୍କାରୁ କମ ହୋଇଯିବ।

ଏବେ ଜାଣନ୍ତୁ ଏକ୍ସଚେଞ୍ଜ ଅଫର ସମ୍ପର୍କରେ..

Kodak 7XPRO Series 32 inch ସ୍ମାର୍ଟ ଟିଭିରେ ୧୦,୯୭୫ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ରହିଛି। ଯଦି ଆପଣ ପୁରୁଣା ଟିଭି ଏକ୍ସଚେଞ୍ଜ କରୁଛନ୍ତି ତେବେ ଆପଣଙ୍କୁ ଏତିକି ଅଫ ମିଳିବ। କିନ୍ତୁ ୧୦,୯୭୫ ଟଙ୍କା ଡିସକାଉଣ୍ଟ ତେବେ ମିଳିବ ଯେବେ ଆପଣଙ୍କ ପୁରୁଣା ଟିଭି ଭଲ କଣ୍ଡିସନରେ ଥିବ। ଏହାସହ ମଡେଲ ଲାଟେଷ୍ଟ ହୋଇଥିବ। ଯଦି ଆପଣ ଏଥିରେ ପୁରା ଅଫ ପାଇବେ ତେବେ ଯାଇ ଆପଣ ଏହି ଟିଭିକୁ ମାତ୍ର ୫୨୪ ଟଙ୍କାରେ କିଣିପାରିବେ।

ଯଦି ଆପଣ ପୁରୁଣା ଟିଭି ଏକ୍ଦଚେଞ୍ଜ କରିବାକୁ ଚାହୁନାହାନ୍ତି ତେବେ ଆପଣ ବ୍ୟାଙ୍କ ଅଫରର ଫାଇଦା ଉଠାଇପାରିବେ। Kodak 7XPRO Series 32 inch ସ୍ମାର୍ଟ ଟିଭିକୁ କିଣିବା ପାଇଁ ଆପଣଙ୍କ ପାଖରେ ICICI Bank କିମ୍ବା RBL Bankର କାର୍ଡ ଥିବା ଜରୁରୀ। ଏଥିରେ ପେମେଣ୍ଟ କଲେ ୧୧୫୦ ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ। ଏହାପରେ ଟିଭିର ଦାମ ୧୦,୩୪୯ ଟଙ୍କା ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.