Below header

ଗୁଗଲ ପ୍ଲେ ଷ୍ଟୋରରୁ ହଟା ଗଲା ୮ ଖତରନାକ ଆପ୍ସ, ଆପଣଙ୍କ ଫୋନ୍‌ ରୁ ତୁରନ୍ତ ହଟାନ୍ତୁ ଏହି ଆପ୍ସ

ଗୁଗଲ ନିଜର ପ୍ଲେ ଷ୍ଟୋରରୁ ୮ ଟି ଖତରନାକ ଆପ୍ସ ହଟାଇ ଦେଇଛି । ଏହି ଆପ୍ସ ସାହାଯ୍ୟରେ ହ୍ୟାକର୍ସ ୟୁଜର୍ସଙ୍କ ଡାଟା ଚୋରି କରୁଥିଲେ ଓ ଏହାକୁ ନିଜର କାମରେ ଲଗାଉଥିଲେ । ଯଦି ଆପଣଙ୍କ ଫୋନରେ ଏହି ଆପ୍ସ ସବୁ ଅଛି ତେବେ ତୁରନ୍ତ ତାକୁ ଡିଲିଟ କରନ୍ତୁ । ଏହି ସବୁ ଆପ୍ସ କ୍ରିପ୍ଟୋ କରେନ୍ସି ମାଇନିଂ ସହ ଜଡ଼ିତ ଥାଏ । ଏହାର ଚର୍ଚ୍ଚା ଏବେ ପୁରା ବିଶ୍ୱରେ ଚାଲିଛି । ଏହାର ଫାଇଦାରେ ହ୍ୟାକର୍ସ ଏଣ୍ଡ୍ରୋଏଡ୍‌ ମୋବାଇଲ ୟୁଜର୍ସଙ୍କୁ ଏହାର ଶିକାର ବନାଉ ଥିଲେ ।

ସିକ୍ୟୁରିଟି ଫାର୍ମା ଟ୍ରେଣ୍ଡ ମାଇକ୍ରୋର ଏକ ରିପୋର୍ଟ ଅନୁସାରେ ଏହି ୮ ଆପ୍ସ ପାଇଁ ୟୁଜର୍ସଙ୍କୁ ଅର୍ଥ ଦେବାକୁ ପଡ଼ିଥାଏ । ସିକ୍ୟୁରିଟି ଫାର୍ମା ରିପୋର୍ଟ ପରେ ଗୁଗଲ ଏହି ୮ ଆପ୍ସକୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି ।

googlee
p.c. : aajtak.in

ଏହି ୮ ଟି ଖତରନାକ ଆପ୍ସ ହେଲା –

1. BitFunds – Crypto Cloud Mining

2. Bitcoin Miner – Cloud Mining

3. Bitcoin (BTC) – Pool Mining Cloud Wallet

4. Crypto Holic – Bitcoin Cloud Mining

5. Daily Bitcoin Rewards – Cloud Based Mining System

6. Bitcoin 2021

7. MineBit Pro – Crypto Cloud Mining & btc miner

8. Ethereum (ETH) – Pool Mining Cloud

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.