ଆଇଫୋନରେ ମିଳୁଛି ୫୨ ହଜାର ଟଙ୍କା ପର୍ଯ୍ଯନ୍ତ ଜବରଦସ୍ତ ଡିସକାଉଣ୍ଟ, ଜଲଦି କରନ୍ତୁ ଅଫରର ସୁଯୋଗ ଉଠାନ୍ତୁ

ଆଇଫୋନ ନୂଆ ଆଇଫୋନ କିଣିବାକୁ ଚାହୁଁଚନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନୂଆ ଆଇଫୋନରେ ୫୨ ହଜାର ଟଙ୍କା ପର୍ଯ୍ଯନ୍ତ ଜବରଦସ୍ତ ଡିସକାଉଣ୍ଟ ମିଳୁଛି। ତେବେ ଜାଣିରଖନ୍ତୁ କ’ଣ ରହିଛି ବେଷ୍ଟ ଡିଲ୍…

ଜଣାଶୁଣା ଟେକ୍ କମ୍ପାନୀ ଆପଲ୍ ନିକଟରେ ଭାରତରେ ଅନଲାଇନ ଷ୍ଟୋର ଖୋଲିଛି। ଆପଲ୍ ଏହି ସାଇଟରେ ଅନେକ ଡିସକାଉଣ୍ଟ ମିଳୁଛି। ଆପଣ ଏହି ସାଇଟରେ Trade-In ଅପସନ, Contact less delivery ଅଫର ଏବଂ student discounts ମଧ୍ୟ ପାଇପାରିବେ।

ଆପଲ୍ ନିଜର ଅନଲାଇନ ଷ୍ଟୋରରେ Trade-in ଅପସନ ସହିତ ଶାନଦାର ଡିସକାଉଣ୍ଟ ମିଳୁଛି। ଏହା ଏପର୍ଯ୍ଯନ୍ତର ସବୁଠାରୁ ଶାନଦାର ଅଫର। ଏହି ଅପସନର ଗ୍ରାହକଙ୍କୁ ଇନଷ୍ଟାଣ୍ଟ ଫାଇଦା ମଧ୍ୟ ମିଳିବ।

iphone

ସୂଚନା ମୁତାବକ, iPhone 11 Pro Max ପାଇଁ ଏକ୍ସଚେଞ୍ଜ ପ୍ରାଇସ ୫୨,୧୯୫ ଯଙ୍କା ରହିଛି। ଯଦି ନୂଆ ଆଇଫୋନ ୧୨ କିଣିବାକୁ ଚାହୁଛନ୍ତି, ତେବେ iPhone 11 Pro Max କୁ ୫୨,୧୯୫ ଟଙ୍କାର ଇନଷ୍ଟାଣ୍ଟ ଏକ୍ସଚେଞ୍ଜ ଡିସକାଉଣ୍ଟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.