ନିଜ ଭାଷାରେ ଏପରି କରନ୍ତୁ ହ୍ବାଟ୍ସଆପରେ ଚାଟ୍, ଏହି ଷ୍ଟେପ କରନ୍ତୁ ଫଲୋ

ନୂଆଦିଲ୍ଲୀ : ଲୋକଙ୍କ ମଧ୍ୟରେ ଭାବଆଦନ ପ୍ରଦାନର ଏକ ଶ୍ରେଷ୍ଠ ମାଧ୍ୟମ ପାଲଟିଛି ହ୍ବାଟ୍ସଆପ୍। ବର୍ତ୍ତମାନ ଯୁଗରେ ପ୍ରାୟ ସମସ୍ତ ଲୋକ ଏହାର ବ୍ୟବହାର କରୁଛନ୍ତି। ତେବେ ଆପଣ ଜାଣିଛନ୍ତି କି, ହ୍ବାଟ୍ସଆପରେ ଆପଣ କେବଳ ଇଂରାଜୀ ନୁହଁ ବରଂ ଆପଣଙ୍କ ସ୍ଥାନୀୟ ଭାଷାରେ ମଧ୍ୟ ଚାଟ କରିପାରିବେ। ଆଜି ଆମେ ଆପଣଙ୍କୁ କିପରି ଆନଡ୍ରୋଏଡ ଏବଂ ଆଇଏସଓ ଫୋନରେ କିପରି ନିଜ ଭାଷାରେ ଚାଟ କରିପାରିବେ ତାହାର ଉପାୟ କହିବାକୁ ଯାଉଛୁ।

whatsapp

-ସର୍ବପ୍ରଥମେ ହ୍ବାଟ୍ସଆପର ସେଟିଂକୁ ଯାଇ ଚାଟିଂ ବିକଳ୍ପକୁ ସିଲେକ୍ଟ କରନ୍ତୁ।

-ଚାଟକୁ କ୍ଳିକ କରିବା ପରେ ଲାନଗୁଏଜରେ ନିଜ ସ୍ଥାନୀୟ ଭାଷା ସିଲେକ୍ଟ କରନ୍ତୁ। ଏଠାରେ ଆପଣଙ୍କୁ ହିନ୍ଦୀ, ପଞ୍ଜାବୀ, ତାମିଲ, ମରାଠୀ, ତେଲୁଗୁ, ଉର୍ଦ୍ଦୁ, ଗୁଜୁରାତୀ, ମଲାୟଲମ ଏବଂ କନ୍ନଡ ଭାଷାର ସପୋର୍ଟ ମିଳିବ।

-ଏହାପରେ ହ୍ବାଟ୍ସ ଆପରେ ଆପଣ ନିଜ କଣ୍ଟାକରେ ନିଜ ଭାଷାରେ ଚାଟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.