ଏହି ପ୍ୟାକରେ ମିଳୁଛି ମାଗଣା 40GB ଡାଟା

ଜିଓର ଧମାକାଦାର ଅଫର, ଏହି ପ୍ଳାନରେ ଅନଲିମିଟେଡ କଲିଂ ଓ ୫ଜି ବେନିଫିଟ୍ସ ସହିତ ୩ଜିବି ଡାଟା ପ୍ୟାକ ଅଫର କରୁଛି। ଏହି ପ୍ଲାନରେ ସବୁଠୁ ଖାସ କଥା ହେଉଛି ଏଥିରେ ଆପଣ ୪୦ ଜିବି ପର୍ଯ୍ୟନ୍ତ ଏକ୍ସଟ୍ରା ଡାଟା ପାଇଯିବେ।

ଜିଓ ଆଇପିଏଲ ୨୦୨୩ର ପ୍ରାରମ୍ଭିକ ସମୟରେ କ୍ରିକେଟ ପ୍ଲାନସ୍‌ ର ଘୋଷଣା କରିଥିଲା। ଏହି ପ୍ଳାନରେ ଅନଲିମିଟେଡ କଲିଂ ଓ ୫ଜି ବେନିଫିଟ୍ସ ସହିତ ୩ଜିବି ଡାଟା ପ୍ୟାକ ଅଫର କରୁଛି। ଏହି ପ୍ଲାନରେ ସବୁଠୁ ଖାସ କଥା ହେଉଛି ଏଥିରେ ଆପଣ ୪୦ ଜିବି ପର୍ଯ୍ୟନ୍ତ ଏକ୍ସଟ୍ରା ଡାଟା ପାଇଯିବେ।

ରିଲାଏନ୍ସ ଜିଓ ଆଇପିଏଲ ୨୦୨୩ର ର ଆରମ୍ଭ ସମୟରେ କ୍ରିକେଟ ପ୍ଲାନସ ଘୋଷଣା କରିଥିଲା। କମ୍ପାନୀ ଏହା କରିବା ପଛରେ କାରଣ ମଧ୍ୟ ରହିଛି। ଏମିତିରେ ୟୁଜର୍ସଙ୍କୁ ଜିଓ ସିନେମା ରେ ମ୍ୟାଚ ର ଲାଇଭ ଷ୍ଟ୍ରିମ ଦେଖିବାର କିମ୍ବା ନିଜ ମନ ପସନ୍ଦ ସିରିଜ /ଫିଲ୍ମ ଦେଖିବାର ସୁଯୋଜ ପାଇବେ।

ଜିଓର କହିବା ଅନୁସାରେ ଜିଓ କ୍ରିକେଟ ପ୍ଳାନରେ ବଢ଼ିଆ ପ୍ଲାନ ଅଫର କରୁଛି। ଏଥିରେ ୩ଜିବି ଡାଟା ଦୈନିକ ମିଳିବା ସହିତ ଇଣ୍ଟରନେଟ ଅଫର ମଧ୍ୟ ଦିଆଯାଉଛି। ୨୧୯ ଟଙ୍କା, ୩୯୯ ଟଙ୍କା ଓ ୯୯୯ ଟଙ୍କା ପ୍ଳାନରେ ୟୁଜର୍ସଙ୍କୁ ୪୦ ଜିବି ର ଅତିରିକ୍ତ ମାଗଣା ଡାଟା ପ୍ରଦାନ କରୁଛି। ଏଥିରେ କଲିଂ, ମେସେଜ ଓ ଅନ୍ୟ ଲାଭ ସାମିଲ ରହିଛି।

୨୧୯ ଟଙ୍କା ପ୍ଳାନ:
ଏହି ପ୍ଳାନରେ ଅନଲିମିଟେଡ କଲିଂ, ଦୈନିକ ୧୦୦ ଟି ମେସେଜ ଓ ପ୍ରତିଦିନ ୩ ଜିବି ଡାଟା ରହୁଛି। ଏହା ବ୍ୟତିତ ୧୪ ଦିନ ପାଇଁ ଜିଓ ଆପ୍ସ ର ଫ୍ରି ସବସ୍କ୍ରିପସନ ସାମିଲ ରହିଛି। ଏଥିରେ ଲୋକ ଙ୍କ ର ଜିଓ େଓ୍ଵଲକମ ୫ଜି ଅଫର ରହୁଛି। ସେମାନେ ୫ଜି ଡାଟା ବିନା କୌଣସି ବି ଅତିରିକ୍ତ ଲାଭ ଉଠାଇପାରିବେ।

୩୯୯ ଟଙ୍କା ପ୍ଳାନ:
ଏହି ପ୍ଲାନରେ ୟୁଜର୍ସଙ୍କୁ ଅନଲିମିଟେଡ କଲିଂ ସହିତ ଦୈନିକ ୧୦୦ ଟି ମେସେଜ ଓ ପ୍ରତିଦିନ ୩ ଜିବି ଡାଟା ସହିତ ଜିଓ ଆପ୍ସ ର ଫ୍ରି ସବସ୍କ୍ରିପସନ ର ଲାଭ ଉଠାଇପାରି;ବ। ଏହି ପ୍ଳାନରେ ୨୮ ଦିନର ଭାଲିଡିଟି ରହିଛି।

୯୯୯ ଟଙ୍କା ପ୍ଲାନ:
ଜିଓର ଏହି ପ୍ଳାନରେ ୮୪ ଦିନ ପାଇଁ ଜିଓ ଆପ୍ସର ସଦସ୍ୟତା ପାଇବେ। ଏହାସହିତ ଅନଲିମିଟେଡ କଲିଂ, ୧୦୦ ମେସେଜ ଓ ଦୈନିକ ୩ ଜିବି ଡାଟା ପାଇବେ। ତେଣୁ ଆଉ ଡେରି ନକରି ଜିଓର ଏହି ସୁବିଧା ର ଫାଇଦା ଉଠାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.