Below header

ଫୋନରେ ଏହି ୫ ସଂକେତ ଦେଖାଉଛି ତ ତୁରନ୍ତ କରନ୍ତୁ Off, ନଚେତ ପ୍ରାଇଭେଟ ଠାରୁ ଆରମ୍ଭ କରି ସବୁକିଛି ହୋଇଯିବ ଲିକ୍‌

ବେଳେବେଳେ ସ୍ମାର୍ଟଫୋନ୍‌ ଅଜବ ଅଜବ ଢ଼ଙ୍ଗରେ କାମ କରିଥାଏ। ଏମିତି ହେଲେ ଆପଣ ଭାବନ୍ତି ଯେ ସ୍ମାର୍ଟଫୋନ ହ୍ୟାଙ୍ଗ୍‌ ହେଉଛି। କିନ୍ତୁ ଏହା ପଛର କାରଣ ଜାଣିଲେ ଆପଣ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯିବେ। ଯଦି ଆପଣଙ୍କ ସହିତ ବାରମ୍ବାର ଏମିତି ହେଉଛି ଏବଂ ସ୍ମାର୍ଟଫୋନ୍‌ ଅଦ୍ଭୁତ ଭାବେ କାମ କରୁଛି ତାହେଲେ ଆଜି ଆମେ ଆପଣଙ୍କୁ କିଛି ଏମିତି ଟିପ୍ସ ବତାଇବୁ ଯେଉଁଥିରେ ଆପଣ ନିଶ୍ଚିତ ହୋଇଯିବେ ଯେ ଆପଣଙ୍କ ସ୍ମାର୍ଟଫୋନକୁ କିଏ ଟ୍ୟାପ୍‌ କରିଛି।

ମାର୍କେଟରେ ଇଲେକ୍ଟ୍ରୋମ୍ୟାଗ୍ନେଟିକ ଡିଟେକ୍ଟର ମହଜୁଦ୍‌ ରହିଛି ଏବଂ ଏହାକୁ ସ୍ମାର୍ଟଫୋନ୍‌ ପାଖକୁ ଆଣିବା ଦ୍ୱାରା ଫୋନର ରେଡିଏସନ୍‌ ବଢ଼ିଯାଏ। ଏହାର ଅର୍ଥ ହେଉଛି ସ୍ମାର୍ଟଫୋନ ଟ୍ୟାପ୍‌ ହେଉଛି।

ଯଦି ଆପଣଙ୍କ ସ୍ମାର୍ଟଫୋନ ଆବଶ୍ୟକରୁ ଅଧିକ ହିଟ୍‌ ହେଉଛି ତାହେଲେ ଏହା ସାଧାରଣ ନୁହେଁ। ଆପଣ ନିହାତି ଭାବିବା ଦରକାର ଯେ ଆପଣଙ୍କ ଫୋନ୍‌ ହ୍ୟାକ୍‌ ହେଉନି ତ ଏବଂ ଆପଣଙ୍କ ଫୋନକୁ କିଏ ଟ୍ରାକ୍‌ କରୁନି ତ।

ଯଦି ଆପଣ ଫୋନରେ କିଛି ଏମବି ଡାଟା ବ୍ୟବହାର କରିବା ପରେ ବିନା କାରଣରେ ଡାଟା ସରିଯାଉଛି। ଏହି କଥାରୁ ଅନୁମାନ କରାଯାଇପାରିବ ଯେ ଆପଣଙ୍କ ସ୍ମାର୍ଟଫୋନ୍‌ ହ୍ୟାକ୍‌ ହୋଇସାରିଛି।

ଯଦି ଆପଣଙ୍କ ସ୍ମାର୍ଟଫୋନ୍‌ ବିନା କାରଣରେ ଆପେ ଆପେ ବ୍ଲିଙ୍କ ହଉଛି ବା ବନ୍ଦ ହଉଛି ଖୋଲୁଛି ଏବଂ ଏହାର ଡିସପ୍ଲେ ଆପେଆପେ ଅନ୍‌ ହେଉଛି ଏବଂ ଅନେକ ଦିନ ଧରି ଲଗାତର ହେଉଛି ତାହେଲେ ଏହି କଥାରୁ କନଫର୍ମ ହୁଅନ୍ତୁ ଯେ ଆପଣଙ୍କ ସ୍ମାର୍ଟଫୋନ୍‌ ହ୍ୟାକ ହୋଇସାରିଛି ବୋଲି ସମ୍ଭାବନା ବହୁତ ଅଧିକ ରହିଛି। ଆପଣ ଜଲଦି ରୁ ଜଲଦି ଏହାକୁ ଏକ୍ସପର୍ଟଙ୍କୁ ଦେଖାଇବା ଉଚିତ।

ଯଦି ଆପଣଙ୍କ ସ୍ମାର୍ଟଫୋନ ଆବଶ୍ୟକରୁ ଅଧିକ ହ୍ୟାଙ୍କ୍‌ ହେଉଛି ତାହେଳେ ଏହା ପଛର କାରଣ ବୁଝିନିଅନ୍ତୁ ଯେ ଆପଣଙ୍କ ଫୋନକୁ ଟ୍ୟାପ୍‌ କରାଯାଉଛି। କେବଳ ଏତିକି ନୁହେଁ ଯଦି ମେମୋରୀ କ୍ଲିୟର କରିବା ପରେ ମଧ୍ୟ ଏହି ସମାନ ସମସ୍ୟା ହେଉଛି ତାହେଲେ ଏହା ସ୍ମାର୍ଟଫୋାନ୍‌ ଟ୍ରାପିଙ୍ଗ ଆଡକୁ ଇସାରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.