ଆସିଲା ନୂଆ ନିୟମ, ଜଣଙ୍କର ଦୁଇଟି ପାନ୍ କାର୍ଡ଼ ଥିଲେ ଛଅ ମାସ ପାଇଁ ଯିବେ ଜେଲ
ଯଦି ଆପଣ ଦୁଇଟି ପାନ୍ କାର୍ଡ଼ ବ୍ୟବହାର କରୁଛନ୍ତି ତେବେ ସାବଧାନ ରୁହନ୍ତୁ। କେବଳ ଏତିକି ନୁହେଁ,ଗୋଟିଏ ପାନ୍ କାର୍ଡ଼ ସରେଣ୍ଡର କରି ଦିଅନ୍ତୁ। କାରଣ ଯଦି ଆପଣ ଦୁଇଟି କାର୍ଡ଼ ବ୍ୟବହାର କରୁଥିବାର ଧରାପଡନ୍ତି ତେବେ ଆପଣଙ୍କୁ ଜେଲ୍ ଯିବାକୁ ପଡ଼ିପାରେ।
ପାନ୍ କାର୍ଡ଼ଧାରୀଙ୍କ ପାଇଁ ଆସିଲା ଖରାପ ଖବର । ଆଗକୁ ଏମାନେ ଏକ ବହୁତ ବଡ ଅସୁବିଧାରେ ପଡିବେ। କ’ଣ ଏହାର କାରଣ ଜାଣି ନିଅନ୍ତୁ । ଏହା ଜାଣିବା ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୁର୍ଣ୍ଣ । ସରକାର ବର୍ତ୍ତମାନ ଏପରି ନିୟମରେ ବଡ ପରିବର୍ତନ କରିଛନ୍ତି, ଯାହା ଆପଣଙ୍କୁ ସମସ୍ୟାରେ ପକାଇବ । ଯଦି ଆପଣ ଏହି ଭୁଲ୍ କରୁଛନ୍ତି ତେବେ ଆପଣଙ୍କୁ ଜେଲ ଯିବାକୁ ପଡ଼ିପାରେ।
ଆପଣ ନିଶ୍ଚିତ ଭାବୁଥିବେ ଯେ ଏହି ନିୟମ କ’ଣ ? ବର୍ତ୍ତମାନ ଆୟକର ବିଭାଗ ଦୁଇଟି ପାନ କାର୍ଡ଼ ର ବ୍ୟବହାରକୁ ବେଆଇନ ବୋଲି କହିଛି। ଯଦି ଆପଣ ଦୁଇଟି ପାନ୍ କାର୍ଡ଼ ବ୍ୟବହାର କରୁଛନ୍ତି ତେବେ ସାବଧାନ ରୁହନ୍ତୁ। କେବଳ ଏତିକି ନୁହେଁ,ଗୋଟିଏ ପାନ୍ କାର୍ଡ଼ ସରେଣ୍ଡର କରି ଦିଅନ୍ତୁ। କାରଣ ଯଦି ଆପଣ ଦୁଇଟି କାର୍ଡ଼ ବ୍ୟବହାର କରୁଥିବାର ଧରାପଡନ୍ତି ତେବେ ଆପଣଙ୍କୁ ଜେଲ୍ ଯିବାକୁ ପଡ଼ିପାରେ।
ଯେଉଁମାନେ ଏହି ଭୁଲ କରିବେ ସେମାନେ ୬ ମାସ ଜେଲ ଯିବାକୁ ପଡ଼ିବ । ସରକାରଙ୍କ କହିବାନୁସାରେ ବର୍ତ୍ତମାନ ଠକେଇ ଏବଂ ଦୁର୍ନୀତି ଭଳି ମାମଲାକୁ ରୋକିବା ପାଇଁ ବଡ଼ ପଦକ୍ଷେପ ନିଆଯାଉଛି ଯାହା ସମସ୍ତଙ୍କ ପାଇଁ ଜରୁରୀ। ଯଦି ଆପଣ ଦୁଇଟି ପାନ୍ କାର୍ଡ଼ ବ୍ୟବହାର କରୁଛନ୍ତି ତେବେ ଏହା ବୈଧ ନୁହେଁ। ସରକାର ଏପରି ନିୟମ କରିଛନ୍ତି ଯେ ବର୍ତ୍ତମାନ ଏହି ଭୁଲ ପାଇଁ ଆପଣଙ୍କୁ ଜେଲ ଯିବାକୁ ପଡ଼ିବ।
ଯଦି ଆପଣ ଦୁଇଟି ପାନ୍ କାର୍ଡ଼ ବ୍ୟବହାର କରି ଧରାପଡ଼ିବେ, ତେବେ ଆପଣଙ୍କୁ ୬ ମାସ ଜେଲ ଯିବାକୁ ପଡ଼ିବ। ଏହାକୁ ଏଡ଼ାଇବା ପାଇଁ ତୁରନ୍ତ ଆପଣଙ୍କ ଦୁଇଟି ପାନ୍ କାର୍ଡ଼ ମଧ୍ୟରୁ ଗୋଟିଏକୁ କାନ୍ସଲ କରନ୍ତୁ। ଏଥିପାଇଁ ଆପଣଙ୍କୁ ଅଧିକ କଷ୍ଟ କରିବାକୁ ପଡ଼ିବ ନାହିଁ, ଆପଣ ଏବେ ହିଁ ସର୍ବସାଧାରଣ ସୁବିଧା କେନ୍ଦ୍ରକୁ ଯାଇ ଏହି କାମ ସହଜରେ ନିଜେ କରିପାରିବେ। ଯଦି ଆପଣ ବିଳମ୍ବ କରିବେ ତେବେ ଆପଣ ସମସ୍ୟାର ସମ୍ମୁଖୀନ ହେବେ।
ପାନ୍ କାର୍ଡ଼ ସରେଣ୍ଡର କରିବା ପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ। ଜନ ସୁବିଧା କେନ୍ଦ୍ରକୁ ଯାଇ ଆପଣ ସହଜରେ ପାନ୍ କାର୍ଡ଼ ସରେଣ୍ଡର କରିପାରିବେ, ଯେଉଁଥିପାଇଁ ଆପଣଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଆପଣ ମୋବାଇଲରୁ ମଧ୍ୟ ଏହି କାମ କରିପାରିବେ। ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ଆୟକର ବିଭାଗର ଅଫିସିଆଲ୍ ସାଇଟ୍ କୁ ଯିବାକୁ ପଡିବ । ଏହାପରେ ଷ୍ଟେପ ଫଲୋ କରି ଏହି କାର୍ଡ କୁ ସରେଣ୍ଡର କରିବେ।