ପ୍ରାଇଭେସି ପଲିସି ଉପରେ ନାରାଜ ହେବା ପରେ ୟୁଜର୍ସଙ୍କୁ ଷ୍ଟାଟସ୍ ପଠାଉଛି ହ୍ବାଟସଆପ୍, ଆପଣ ଚେକ୍ କରିନିଅନ୍ତୁ ଷ୍ଟାଟସ୍

ହ୍ବାଟସଆପ୍ ପ୍ରାଇଭେସି ପଲିସିକୁ ନେଇ ବିବାଦ ଆସିବା ପରେ ହ୍ବାଟସଆପ୍ ୩ ମାସ ପାଇଁ ପ୍ରାଇଭେସି ପଲିସିକୁ ସ୍ଥଗିତ ରଖିଛି। ଏହା ପରେ ହ୍ବାଟସଆପ୍ ଦେଉଛି ଷ୍ଟାଟସ୍ । ନିଜ ୟୁଜର୍ସଙ୍କ ପାଖରେ ପହଞ୍ଚିବା ପାଇଁ ହ୍ବାଟସଆପ୍ ଏପରି ସ୍ପଷ୍ଟୀକରଣ ଦେଉଛି। ଏବେ ସମସ୍ତଙ୍କୁ ହ୍ଵାଟସଆପ୍‌ ନିଜ ଷ୍ଟାଟସ ପଠାଉଛି ।

whatsapp

ହ୍ବାଟସଆପ୍ ସ୍ପଷ୍ଟୀକରଣ ଦେଇ ୪ଟି ଷ୍ଟାଟସ ଅପଲୋଡ କରିଛି । ସେୟାର ଲୋକେସନ ଉପରେ ହ୍ଵାଟସଆପ୍ ନଜର ରଖେ ନାହିଁ । ଫେସବୁକ ସହ ଥିବା କଣ୍ଟାକ୍ଟସ୍ ହ୍ଵାଟସଆପ୍ ସେୟାର କରେନାହିଁ । ୟୁଜର୍ସଙ୍କ ପ୍ରାଇଭେସି ଉପରେ ହ୍ଵାଟସଆପ୍ ପ୍ରତିବଦ୍ଧତା ରହିଛି ବୋଲି ଷ୍ଟାଟସ ରଖିଛି । ୟୁଜର୍ସଙ୍କ ବ୍ୟକ୍ତିଗତ ବାର୍ତ୍ତାଳାପକୁ ପଢ଼େ ନାହିଁ କି ରେକର୍ଡ କରେନାହିଁ ହ୍ଵାଟସଆପ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.