ବଦଳିଯିବ WhatsApp Statusର ଏକ୍ସେପେରିୟନ୍ସ, କୋଟି କୋଟି ୟୁଜର୍ସଙ୍କ ପାଇଁ ଆସୁଛି ଦମଦାର୍ ଫିଚର୍
WhatsApp ବର୍ତ୍ତମାନ ବିଶ୍ବର ସବୁଠାରୁ ବଡ଼ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ପାଲଟିଛି । ସାରା ବିଶ୍ବରେ ୩.୫ ବିଲିୟନରୁ ଅଧିକ ଲୋକ ଏହାକୁ ବ୍ୟବହାର କରନ୍ତି । WhatsApp ନିଜର ୟୁଜର୍ସଙ୍କୁ ନୂଆ ଏକ୍ସେପେରିୟନ୍ସ ଦେବା ପାଇଁ ବୁତ୍ ସମୟରେ ନୂଆ ନୁଆ ଫିଚର ଉପସ୍ଥାପନା କରିଥାଏ । WhatsApp…