ସୂର୍ଯ୍ଯ ମନ୍ଦିର ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇ କୋଟି କୋଟି ଓଡ଼ିଆଙ୍କୁ ମାନସିକ ଆଘାତ ଦେଇଛନ୍ତି ଅଭିଜିତ୍‌ ଆୟାର : ବିଜେଡି

ବିଧାନସଭାରେ ଉଠିଲା ଚିଲିକା ଉପରେ ହେଲିକପ୍ଟର ଉଡିବା ପ୍ରସଙ୍ଗ । ଗୃହ କାର୍ଯ୍ଯ ଆରମ୍ଭ ହେବା କ୍ଷଣି ବିଜେଡି ବିଧାୟକମାନେ ଗୃହରେ ମଧ୍ୟ ଭାଗକୁ ଆସି ହେଲିକପ୍ଟର ଉଡିବା ପ୍ରସଙ୍ଗରେ ହୋହଲ୍ଲା କରିଥିଲେ । ବୈଜୟନ୍ତ ପଣ୍ଡା ପରିବେଶ ଉଲଂଘନ କରିଥିବାବେଳେ, ଅଭିଜିତ୍‌ ଆୟାର ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ଯ ମନ୍ଦିର ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇ କୋଟି କୋଟି ଓଡ଼ିଆଙ୍କୁ ମାନସିକ ଆଘାତ ଦେଇଥିବା ବିଜେଡି ଅଭିଯୋଗ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.