ଭୁବନେଶ୍ବରରେ ରୋଡ ସୋ ସହ ୨ଟି ନିର୍ବାଚନୀ ସଭାରେ ଭୋଟ ଭିକ୍ଷା କଲେ ଜେପି ନଡ୍ଡା
ଭୁବନେଶ୍ୱର : ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଖଉଥିବା ବେଳେ ଘମାସାନ ପ୍ରଚାର ଚାଲିଛି । ଆଜି ଭୁବନେଶ୍ବରରେ ରୋଡ ସୋ ସହ ୨ଟି ନିର୍ବାଚନୀ ସଭାରେ ଭୋଟ ଭିକ୍ଷା କରିଛନ୍ତି ବିଜେପି ଜାତୀୟ ସଭାପତି ଜେପି ନଡ୍ଡା । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ନେଇ ବୟାନ ଦୋହରାଇଛନ୍ତି । ସେପଟେ କନ୍ଧମାଳ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏଥର ଇଣ୍ଡିଆ ମେଣ୍ଟ…
Read More...