ବିନା ଅନୁମତିରେ ଲାଗିଥିଲା ଭୁଶୁଡି ପଡିଥିବା ଏହି ବିରାଟକାୟ ହୋର୍ଡିଂ: ବିଏମ୍ସି
ମୁମ୍ବାଇ: ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ । ପ୍ରବଳ ବର୍ଷା ସାଙ୍ଗକୁ ଚତୁର୍ଦ୍ଦିଗ ଧୂଆଁମୟ ହୋଇଯାଇଥିଲା ମାୟାନଗରୀ ମୁମ୍ବାଇ । ଗୋଟେପଟେ ଘୂର୍ଣ୍ଣିଝଡ଼ ତାଣ୍ଡବ ରଚୁଥିବାବେଳେ ସେହି ସମୟରେ ଭାଙ୍ଗିପଡ଼ିଲା ଏକ ବିରାଟକାୟ ଲୁହାର ହୋର୍ଡିଂ । ଘାଟକୋପରରେ ବିରାଟ ହୋର୍ଡିଂ ଭାଙ୍ଗି ପଡ଼ିବା ପରେ ଏଯାଏ ମୃତ୍ୟୁ ସଂଖ୍ୟା ୧୪ରେ ଆସି ପହଁଚିଥିବା ସୂଚନା ମିଳିଛି । ଏଥିସହିତ ଏହି ଘଟଣାରେ ୭୪ ଜଣ ଆହତ ବି ହୋଇଛନ୍ତି ।
ଏପଟେ ସମସ୍ତ…
Read More...