କଟକ ଜିଲ୍ଲା ମଙ୍ଗଦେଇପୁରରେ ଖୁବ୍‌ ଜମିଲା ପାରମ୍ପରିକ ଲଉଡ଼ି ଖେଳ ଉତ୍ସବ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମଙ୍ଗଦେଇପୁର ଗାଁରେ ଶେଷ ହୋଇଛି ଯାଦବଙ୍କ ଲଉଡ଼ି ଉତ୍ସବ । ଦୀର୍ଘ ୨୪ ବର୍ଷ ଧରି ଚାଲିଛି ଏହି ଲଉଡ଼ି ଖେଳ । ଗ୍ରାମର ପ୍ରଥମେ କାହ୍ନ ଚରଣ ବେହେରା ଏହାକୁ ଆରମ୍ଭ କରିଥିଲେ । ତାଙ୍କର ସ୍ୱର୍ଗବାସ ପରେ ଗ୍ରାମର ଯାଦବ ସମ୍ପ୍ରଦାୟ ମିଳିତ ଭାବେ ଏହି ଉତ୍ସବକୁ…

ଆଇପିଏଲ୍‌ ୨୦୨୪ : ପଞ୍ଜାବ ଠାରୁ ୪ ଓ୍ଵିକେଟ୍‌ରେ ହାରିଗଲା ଦିଲ୍ଲୀ

ମୋହଲି : ଚଳିତ ଆଇପିଲରେ ତାର ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଠାରୁ ୪ ଓ୍ଵିକେଟରେ ହାରି ଯାଇଛି ଦିଲ୍ଲୀ କ୍ୟାପିଟାଲସ । ଆଜି ମୋହାଲିର ନୂଆ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଦଳ ୯ ଓ୍ଵିକେଟରେ ୧୭୪ ରନ୍‌ କରିଥିଲା । ଦିଲ୍ଲୀ ତରଫରୁ ସାଇ ହୋପ୍‌…

ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା ଏବଂ ହେୟାର ଫ୍ୟାସନ ଆଣ୍ଡ ଡିଜାଇନ୍ ବିଷୟରେ ତାଲିମ

ଭୁବନେଶ୍ୱର : ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା’ ଏବଂ ହେୟାର ଫ୍ୟାସନ ଆଣ୍ଡ ଡିଜାଇନ୍ ଭଳି ପାଠ୍ୟକ୍ରମର ବିଶେଷ ଚାହିଦା ରହିଛି। ତେଣୁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ ଥିବା ଏହି ଅତ୍ୟାଧୁନିକ ପାଠ୍ୟକ୍ରମରେ ଓଡ଼ିଶାର ବିଭିନ୍ନ…

ହେ ଭକ୍ତଗଣ ! ଚୋର, ଲୁଟେରାଙ୍କ ଦାଉରୁ ମନ୍ଦିର ବଞ୍ଚାଅ

ଆଜ୍ଞା, ଆପଣମାନେ ଏବେ ପ୍ରତିଦିନ ଟିଭିରେ ଦେଖୁଥିବେ ଆଉ ଖବରକଗଜରେ ପଢୁଥିବେ ମନ୍ଦିରରୁ ଚୋରି । ଆଲୋଚନା କରୁଥିବେ, ଇଏ ଘୋର କଳିଯୁଗ । ଠାକୁରଙ୍କୁ ବି ଛାଡ଼ିଲେନି । … ହେଲେ ଠାକୁରଙ୍କୁ ଛାଡ଼ିଲେନି କିଏ? ଏଇ ମଣିଷ ତ ? ଏବେ ଗୋଟିଏ ଭିଡିଓ ଆସିଥିଲା କି ଚୋରଟି ମନ୍ଦିରରେ ପଶି ପ୍ରଥମେ…

ଆଦିବାସୀ ମହିଳା ଗାୟତ୍ରୀ….ଦିନ ମଜୁରିଆରୁ ସଫଳ ଚାଷୀ : ଏକ ପ୍ରେରଣାଦାୟୀ ବାସ୍ତବ କାହାଣୀ

() ୬୧୦ଟି ଆପୁଲ୍‌ ବେରି ଗଛ, ୮୪୦ଟି କାଜୁ ଗଛ। କାଜୁ ଗଛର ବୟସ ଦୁଇବର୍ଷ । ଆଉ ବର୍ଷେ ଲାଗିବ ଫଳ ଧରିବାକୁ। ସେମିତି ଆପୁଲ୍‌ ବେରି ବି ଛ ମାସର। ବର୍ଷକର ହେଲେ ଯାଇ ଫଳ ଫଳିବ। ତେଣୁ ଏଯାଏ ଗୋଟିଏ ବି ଟଙ୍କା ରୋଜଗାର ହେଇନି। ହେଲେ ଆଶା ଏତକ, ଗଛରେ ଫଳ ଫଳିଲେ ଆମ ଅବସ୍ଥା ଟିକିଏ ସୁଧୁରିବ।’…