ବିଜେପି ଛାଡ଼ିଛନ୍ତି ପାଟକୁରା ନିର୍ବାଚନ ମଣ୍ଡଳୀର ୫୦ରୁ ଅଧିକ କର୍ମୀ

ପାଟକୁରା(କେନ୍ୟୁଜ୍) : ବିଜେପି ଛାଡ଼ିଛନ୍ତି ପାଟକୁରା ନିର୍ବାଚନ ମଣ୍ଡଳୀର ୫୦ରୁ ଅଧିକ କର୍ମୀ । ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ର ବିଜେପିକୁ ହାଇଜାକ୍‌ କରିଥିବା ଅଭିଯୋଗ ଆଣି ଅସନ୍ତୋଷ ପ୍ରକାଶ କରିଛନ୍ତି କର୍ମୀ । ଏହାକୁ ଘୋର ବିରୋଧ କରିବା ସହ ସାମ୍ବାଦିକ ସମ୍ମିଳନୀ କରି ଦଳ ଛାଡ଼ିଥିବା କହିଛନ୍ତି । ବିଜେପି ଛାଡ଼ି ବିଜେଡିରେ ମିଶିଥିବା ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ନେତୃତ୍ୱରେ ଏମାନେ ବିଜେଡିରେ ଯୋଗ ଦେବେ ବୋଲି କହିଛନ୍ତି ।

Leave A Reply

Your email address will not be published.