ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବ କି ?

ନୂଆଦିଲ୍ଲୀ (କେନ୍ୟୁଜ୍) : ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବ କି ? ଏନେଇ ଆଜି ନିଷ୍ପତ୍ତି ନିଆଯାଇପାରେ । ଦିଲ୍ଲୀ କଂଗ୍ରେସର କିଛି ନେତା ଉଭୟ ଦଳ ମଧ୍ୟରେ ମେଣ୍ଟ ହେଉ ବୋଲି ଚାହୁଁଥିବା ବେଳେ କିଛି ନେତା ଏହାକୁ ବିରୋଧ କରୁଛନ୍ତି । ତେଣୁ ରାହୁଲ ଗାନ୍ଧିଙ୍କ ଉପରେ ସବୁ ନିଷ୍ପତ୍ତି ଛଡାଯାଇଛି । ରାହୁଲ ଗାନ୍ଧି ଏନେଇ ଆଜି କିଛି ନିଷ୍ପତ୍ତି ନେଇ ପାରନ୍ତି । ଦିଲ୍ଲୀରେ ୭ଟି ଲୋକସଭା ଆସନ ରହିଛି ।

Leave A Reply

Your email address will not be published.