Below header

ଆଜି ବିଜେପିରେ ସାମିଲ ହୋଇଛନ୍ତି ଅଭିନେତା ସନି ଦେଓଲ

ନୂଆଦିଲ୍ଲୀ : ରାଜନୀତିରେ ଏଣ୍ଟ୍ରି ମାରିଲେ ଅଭିନେତା । ଆଜି ବିଜେପିରେ ସାମିଲ ହୋଇଛନ୍ତି ଅଭିନେତା ସନି ଦେଓଲ। ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ସନ୍ନି ଦଳରେ ମିଶିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ତାଙ୍କୁ ଫୁଲତୋଡା ଦେଇ ଦଳକୁ ସ୍ୱାଗତ କରିଥିଲେ। ଗୁରୁଦାସପୁରପୁରରୁ ବିଜେପି ସନ୍ନିଙ୍କୁ ପ୍ରାର୍ଥୀ କରିବ ବୋଲି ସୂଚନା ମିଳିଛି। ବିଜେପିରେ ସାମିଲ ହେବା ପରେ ସନ୍ନି ଦେଓଲ କହିଛନ୍ତି ମୋ ବାପା ଧର୍ମେନ୍ଦ୍ର ବିଜେପି ପରିବାର ଓ ଅଟଳ ବିହାରୀ ବାଜପେୟୀଙ୍କ ସହ ଯୋଡି ହୋଇଥିଲେ। ଏବେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ହୋଇ ରହିବାକୁ ଚାହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.