ବ୍ୟାଗେଜ୍ ଚେକିଂ ମେସିନରେ ପଶିଗଲା ଦୁଇ ବର୍ଷର ପିଲା, ତାପରେ ହେଲା କଣ ଦେଖନ୍ତୁ

ନ୍ୟୁୟର୍କ : ସୋସିଆଲ ମିଡିଆରେ ଏବେ ଜଣେ ୨ ବର୍ଷର ପିଲାର ଭିଡିଓ ଭାଇରାଲ ହେଉଛି। ଆମେରିକାର ଆଟଲାଣ୍ଟରେ ୨ ବର୍ଷର ପିଲା ବ୍ୟାଗେଜ୍ ଚ୍ୟାକିଂ ମେସିନରେ ପଶି ଖେଳୁଥିବାର ଭିଡିଓ ଭାଇରାଲ ହେଉଛି। ରିପୋର୍ଟ ଅନୁଯାୟୀ ହାର୍ଟସଫିଲ୍ଡ ଜାକସନ୍ ଆଟଲାଣ୍ଟା ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ କିଛି ଦିନ ପୂର୍ବରୁ ଜଣେ ମହିଳା ନିଜ ପୁଅ ସହିତ ପହଁଚିଥିଲେ।

ଏହି ସମୟରେ ପିଲାଟିକୁ ଛାଡି ମହିଳା ଟିକେଟ ପ୍ରିଣ୍ଟ କରିବା ପାଇଁ କାଉଣ୍ଟରରେ ପହଁଚିଲେ। ଠିକ ଏହି ସମୟରେ ପ୍ରତିବନ୍ଧିତ କ୍ଷେତ୍ରରେ ରଖା ଯାଇଥିବା ଚାଲୁ ବ୍ୟାଗେଜ୍ ଚେକିଂ ମେସିନରେ ପଶିଗଲା ଏବଂ ଜିନିଷ ଉପର ଦେଇ ବାରମ୍ବାର ଭିତର-ବାହର ହୋଇ ଖେଳିବାକୁ ଲାଗିଲା।

Leave A Reply

Your email address will not be published.