ଉଦଯାପିତ ହୋଇଛି ପ୍ରଥମ ଇଷ୍ଟ ଇଣ୍ଡିଆ କରାଟେ ଚମ୍ପିୟନସିପ୍‌ – ୨୦୨୦

ଭୁବନେଶ୍ୱର (କେନ୍ୟୁଜ୍) : ଉଦଯାପିତ ହୋଇଛି ପ୍ରଥମ ଇଷ୍ଟ ଇଣ୍ଡିଆ କରାଟେ ଚମ୍ପିୟନସିପ୍‌ – ୨୦୨୦ । ଭୁବନେଶ୍ୱର କରାଟେ ସ୍କୁଲରେ ଆରମ୍ଭ ହୋଇଥିବା ଚମ୍ପିଆନସିପ୍‌ରେ ୪ଟି ରାଜ୍ୟର ପ୍ରତିଯୋଗୀ ଭାଗ ନେଇଥିଲେ । ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଓଡିଶାର ୪ଶହ ଜଣ ପ୍ରତିଯୋଗୀ ଥିଲେ । ଓଡିଶାର ୧୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । କୃତି ପ୍ରତିଯୋଗୀଙ୍କୁ ମେଡାଲ ସହ ସାର୍ଟିଫିକେଟ ଦିଆଯାଇଛି । କୃତି ପ୍ରତିଯୋଗୀ ଇଣ୍ଟର ଜୋନ୍‌ ଟୁର୍ଣ୍ଣାମେଣ୍ଟରେ ଖେଳିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.