ଜଳେଶ୍ୱର: ଜାଲରେ ପଡିଲା ୯୦୦ କେଜିର ମାଛ । ପଶ୍ଚିମବଙ୍ଗର ପୂର୍ବମେଦିନୀପୁର ଜିଲ୍ଲା ଅନ୍ତର୍ଗତ ଦୀଘା ମୁହାଣରୁ ଏହି ବିରାଟକାୟ ମାଛକୁ ଉଦ୍ଧାର କରାଯାଇଛି । ଏହାର ଓଜନ ପ୍ରାୟ ୯୦୦କେଜି ହେବ । ଏହି ମାଛକୁ ୨୦ହଜାର ଟଙ୍କାରେ ଦୀଘାର ରବିନ୍ଦ୍ର ସାମଲ ନାମକ ଜଣେ ବ୍ୟକ୍ତି କିଣିଥିବା ଜଣା ପଡିଛି । ମାଛକୁ ଦେଖିବାକୁ ଦୀଘା ମୁହାଣରେ ଲୋକଙ୍କ ପ୍ରବଳ ଭିଡ଼ ଲାଗିଥିଲା।