ଆଜିଠୁ ଆରମ୍ଭ ହେଲା ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠରେ ନବରାତ୍ରି

ସମ୍ବଲପୁର (କେନ୍ୟୁଜ୍‌) : ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠରେ ଆଜିଠୁ ଆରମ୍ଭ ହୋଇଛି ନବରାତ୍ରି। ଭୋରରୁ ରୀତିନୀତି ଅନୁଯାୟୀ ମାଆଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଆଜି ମାଆଙ୍କୁ ଶୈଳପୂତ୍ରୀ ବେଶରେ ସଜ୍ଜିତ କରାଯିବ। ବେଲପତ୍ର ଓ ସୁନାରେ ମାଆଙ୍କ ଶୃଙ୍ଗାର କରାଯାଇଥାଏ। ଆସନ୍ତା ୯ ଦିନ ପର୍ଯ୍ୟନ୍ତ ମାଆଙ୍କୁ ଭିନ୍ନ ଭିନ୍ନ ବେଶ କରାଯାଇଥାଏ। କୋଭିଡ୍ ପାଇଁ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ବାରଣ ଥିବାରୁ ବାହାରେ ଦ୍ୱୀପ ଜାଳୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.