ୟୁପିଏର ନୂଆ ଚେୟାରପର୍ସନ ହୋଇପାରନ୍ତି ଏନସିପି ମୁଖ୍ୟ ଶରଦ ପାୱାର

ନୂଆଦିଲ୍ଲୀ: ୟୁପିଏର ନୂଆ ଚେୟାରପର୍ସନରେ ହୋଇପାରେ ପରିବର୍ତ୍ତନ। ଯାହା ଖବର ମିଳିଛି ନୂଆ ଚେୟାରପର୍ସନ ହୋଇପାରନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ତେବେ ବର୍ତ୍ତମାନ  ଏହି ପଦବୀରେ ରହିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ।

କିନ୍ତୁ ଏ ପଦବୀରେ ସେ ଆଉ ଅଧିକ ଦିନ ରହିବାକୁ ଚାହୁଁନଥିବା ଜଣାପଡ଼ିଛି। ତେଣୁ ତାଙ୍କ ସ୍ଥାନରେ ଶରଦ ପାୱାର ଦାୟିତ୍ୱ ନେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.