ଭଦ୍ରକ : ଜମୁଛି କାଳୀପୂଜା, ଚରମ୍ପା ଅଞ୍ଚଳ ଉତ୍ସବମୁଖରିତ

ଭଦ୍ରକ (କେନ୍ୟୁଜ୍) : ଜମୁଛି କାଳୀପୂଜା । ଚରମ୍ପା ଅଞ୍ଚଳ ଉତ୍ସବମୁଖରିତ । ଚଳିତବର୍ଷ ୧୧ଟି ମଣ୍ଡପରେ ପୂଜା ପାଉଛନ୍ତି ମାଆ କାଳୀ । ସୁଉଚ୍ଚ ତୋରଣ ସାଙ୍ଗକୁ ମାଆଙ୍କ ମୃଣ୍ମୟ ମୂର୍ତ୍ତି ବେଶ ଆକର୍ଷଣୀୟ ହୋଇଛି । ସନ୍ଧ୍ୟା ହେଲେ ଝିଲମିଲ୍ ଆଲୋକମାଳରେ ଝଲସି ଉଠୁଛି ସାରା ସହର । ବିଭିନ୍ନ ପୂଜାମଣ୍ଡପରେ ଲୋକଙ୍କ ଭିଡ଼ ହେଉଛି । ସେହିପରି ମୀନାବଜାର ବୁଲା ସହ ଚଟପଟି ଖାଦ୍ୟର ମଜା ନେଉଛନ୍ତି ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.